IPL-11: ଟସ୍‌ ଜିତି ବପକ୍ଷ ଟିମ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ, ମ୍ୟାଚ୍‌ରେ ବର୍ଷା ସାଜିଛି ବାଧକ

ଟସ୍‌ ଜିତି ରାଜସ୍ଥାନର ଫିଲ୍ଡିଂ ନିଷ୍ପତ୍ତି। ଆଇପିଏଲ ୩୨ ତମ ମ୍ୟାଚ୍‌ ଅପେକ୍ଷାରେ ଫିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ। ଯେଉଁଠି ସାମ୍ନାସାମ୍ନି ହେବେ ଦିଲ୍ଲୀ ଡୟାରଡେଭିଲ୍ସ ଓ ରାଜସ୍ଥାନ ରୟାଲ୍ସ। ଆଜିର ମ୍ୟାଚ୍‌ରେ ରାଜସ୍ଥାନ ଅଧିନାୟକ ରାହାଣେ ପ୍ରଥମେ ଟସ୍‌ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଟସ୍‌ ପରେ କିନ୍ତୁ ମ୍ୟାଚ୍‌ ଖେଳିଯିବାରେ ବିଳମ୍ବ ହୋଇଛି। ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି। ବର୍ଷା ଯୋଗୁଁ ଠିକ୍‌ ସମୟରେ ମ୍ୟାଚ୍ ଖେଳାଯାଇପାରିନାହିଁ । ଏହି ମ୍ୟାଚ୍‌ […]

Cd6YY2ZUMAA_Nha

Cd6YY2ZUMAA_Nha

Rakesh Mallick
  • Published: Wednesday, 02 May 2018
  • Updated: 02 May 2018, 08:21 PM IST

Sports

Latest News

ଟସ୍‌ ଜିତି ରାଜସ୍ଥାନର ଫିଲ୍ଡିଂ ନିଷ୍ପତ୍ତି। ଆଇପିଏଲ ୩୨ ତମ ମ୍ୟାଚ୍‌ ଅପେକ୍ଷାରେ ଫିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ। ଯେଉଁଠି ସାମ୍ନାସାମ୍ନି ହେବେ ଦିଲ୍ଲୀ ଡୟାରଡେଭିଲ୍ସ ଓ ରାଜସ୍ଥାନ ରୟାଲ୍ସ। ଆଜିର ମ୍ୟାଚ୍‌ରେ ରାଜସ୍ଥାନ ଅଧିନାୟକ ରାହାଣେ ପ୍ରଥମେ ଟସ୍‌ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଟସ୍‌ ପରେ କିନ୍ତୁ ମ୍ୟାଚ୍‌ ଖେଳିଯିବାରେ ବିଳମ୍ବ ହୋଇଛି। ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି। ବର୍ଷା ଯୋଗୁଁ ଠିକ୍‌ ସମୟରେ ମ୍ୟାଚ୍ ଖେଳାଯାଇପାରିନାହିଁ ।

ଏହି ମ୍ୟାଚ୍‌ ଉଭୟ ଟିମ୍‌ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ବିଶେଷ କରି ଦିଲ୍ଲୀ ପାଇଁ ଏହି ମ୍ୟାଚ୍‌ ଅଧିକ ଗୁରୁତ୍ୱ ରଖୁଛି। କାରଣ ଟପ୍‌-୪ରେ ରହିବାକୁ ହେଲେ ଦିଲ୍ଲୀକୁ ବାକିଥିବା ସମସ୍ତ ମ୍ୟାଚ୍‌ ଜିତିବାକୁ ହେବ। ଦିଲ୍ଲୀ ଏବେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ଅଛି। ୮ଟି ମ୍ୟାଚ୍‌ ଖେଳି ମାତ୍ର ୨ଟିରେ ବିଜୟ ସହ ୬ଟି ମ୍ୟାଚ୍‌ରେ ଦିଲ୍ଲୀ ପରାଜୟ ହୋଇଛି। ତେଣୁ ବାକି ଥିବା ସମସ୍ତ ମ୍ୟାଚ୍‌ରେ ଯଦି  ଦିଲ୍ଲୀ ନ ଜିତୁଛି ତେବେ ଟପ-୪ରେ ରହିବା ସମ୍ଭବ ନୁହେଁ। ସେହିପରି ରାଜସ୍ଥାନ ଟିମ୍‌ର ଖରାପ ପ୍ରଦର୍ଶନ ଚଳିତ ଆଇପିଏଲରେ ଜାରି ରହିଛି। ରାଜସ୍ଥାନ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି। ଏହାସହ ୬ ଅଙ୍କ ସହ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story