ସ୍ମିଥଙ୍କୁ ବିଦା କଲା ରାଜସ୍ଥାନ, ସଞ୍ଜୁ ସାମସନ ନୂଆ ଅଧିନାୟକ

ନୂଆଦିଲ୍ଲୀ: ୨୦୨୧ ଆଇପିଏଲ ପୂର୍ବରୁ ଆଜି ସମସ୍ତ ଫ୍ରାଞ୍ଚାଇଜ୍‌ କିଛି ଖେଳାଳିଙ୍କୁ ସେମାନଙ୍କ ସ୍କ୍ୱାଡରୁ ବିଦା କରିଛନ୍ତି। ଏଥିସହ କିଛି ଖେଳାଳିଙ୍କୁ ରି-ଟେନ୍‌ କରିଛନ୍ତି। ୨୦୨୧ ଆଇପିଏଲରେ ସବୁଠାରୁ ଅଦଳବଦଳ ରାଜସ୍ଥାନ ରୟାଲ୍ସ ଦେଖିବାକୁ ମିଳିଛି। ରାଜସ୍ଥାନ ଅଭିଜ୍ଞ ବ୍ୟାଟସମ୍ୟାନ ତଥା ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଦଳରୁ ବିଦା କରିଛନ୍ତି। ତାଙ୍କ ବଦଳରେ ୨୦୨୧ ଆଇପିଏଲରେ ରାଜସ୍ଥାନର ନେତୃତ୍ୱ ସଞ୍ଜୁ ସାମସନ ନେବେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ହିଁ ସଞ୍ଜୁ ସାମସନ ଆଇପିଏଲରେ ଡେବ୍ୟୁ କରିଥିଲେ। ଦୀର୍ଘ […]

dt

dt

Hemant Lenka
  • Published: Wednesday, 20 January 2021
  • Updated: 20 January 2021, 08:27 PM IST

Sports

Latest News

ନୂଆଦିଲ୍ଲୀ: ୨୦୨୧ ଆଇପିଏଲ ପୂର୍ବରୁ ଆଜି ସମସ୍ତ ଫ୍ରାଞ୍ଚାଇଜ୍‌ କିଛି ଖେଳାଳିଙ୍କୁ ସେମାନଙ୍କ ସ୍କ୍ୱାଡରୁ ବିଦା କରିଛନ୍ତି। ଏଥିସହ କିଛି ଖେଳାଳିଙ୍କୁ ରି-ଟେନ୍‌ କରିଛନ୍ତି। ୨୦୨୧ ଆଇପିଏଲରେ ସବୁଠାରୁ ଅଦଳବଦଳ ରାଜସ୍ଥାନ ରୟାଲ୍ସ ଦେଖିବାକୁ ମିଳିଛି। ରାଜସ୍ଥାନ ଅଭିଜ୍ଞ ବ୍ୟାଟସମ୍ୟାନ ତଥା ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଦଳରୁ ବିଦା କରିଛନ୍ତି।

ତାଙ୍କ ବଦଳରେ ୨୦୨୧ ଆଇପିଏଲରେ ରାଜସ୍ଥାନର ନେତୃତ୍ୱ ସଞ୍ଜୁ ସାମସନ ନେବେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ହିଁ ସଞ୍ଜୁ ସାମସନ ଆଇପିଏଲରେ ଡେବ୍ୟୁ କରିଥିଲେ। ଦୀର୍ଘ ୮ ବର୍ଷ ହେଲାଣି ସେ ଦଳ ସହ ରହିଛନ୍ତି। ସେ ହିଁ ୨୦୨୧ରେ ଦଳର ନେତୃତ୍ୱ ନେବାକୁ ସକ୍ଷମ ବୋଲି ରାଜସ୍ଥାନ ରୟାଲ୍ସ କହିଛି।

ରାଜସ୍ଥାନ ୧୭ ଜଣ ଖେଳାଳିଙ୍କୁ ରି-ଟେନ୍ କରିଥିବା ବେଳେ ବାକି ୮ ଜଣଙ୍କୁ ରିଲିଜ୍ କରିଛି। ରି-ଟେନ୍‌ ଖେଳାଳିଙ୍କ ମଧ୍ୟରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି। ଦଳରେ ଥିବା ୩ ଇଂଲିଶ ଖେଳାଳି ବେନ ଷ୍ଟୋକ୍ସ, ଜୋଶ ବଟଲର ଓ ଜୋଫ୍ରା ଆର୍ଚର ପୂର୍ବଭଳି ରହିଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ରବିନ ଉଥାପା, ରାହୁଲ ତେୱାତିଆ, ଜୟଦେବ ଉନାଦକତ ଓ ରିୟାନ ପରାଗ ପ୍ରମୁଖ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story