ରାଜକୋଟରେ ବର୍ଷା ନଚେତ ରନ୍‌ ବର୍ଷା ଦେଖିବେ ଦର୍ଶକ!

ଅହମଦାବାଦ: ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ (ଏସ୍‌ସିଏ) ଗ୍ରାଉଣ୍ଡରେ ଖେଳାଯିବ। ତେବେ ଆସନ୍ତାକାଲି ବାତ୍ୟା ‘ମହା’ ମଧ୍ୟ ଗୁଜରାଟରେ ଲ୍ୟାଣ୍ଡଫଲ କରିବାର ରହିଛି। ତେଣୁ ଦ୍ୱିତୀୟ ଟି-୨୦କୁ ବର୍ଷାର ଭୟ ରହିଛି। ଅନ୍ୟପକ୍ଷରେ ଯଦି ମ୍ୟାଚ୍‌ ବେଳେ ବର୍ଷା ନ ହେଲା, ତା’ହେଲେ ପିଚ୍‌ ପୂରା ବ୍ୟାଟସମ୍ୟାନଙ୍କୁ ସୁହାଇବ ବୋଲି କୁହାଯାଉଛି। ଅର୍ଥାତ ଲୋକମାନେ ଆସନ୍ତାକାଲି ବର୍ଷା ନ ହେଲେ ରନ୍‌ ବର୍ଷାକୁ ଦେଖିବେ। ଗ୍ରାଉଣ୍ଡସମ୍ୟାନ୍‌ […]

q

q

Hemant Lenka
  • Published: Wednesday, 06 November 2019
  • Updated: 06 November 2019, 03:46 PM IST

Sports

Latest News

ଅହମଦାବାଦ: ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ (ଏସ୍‌ସିଏ) ଗ୍ରାଉଣ୍ଡରେ ଖେଳାଯିବ। ତେବେ ଆସନ୍ତାକାଲି ବାତ୍ୟା ‘ମହା’ ମଧ୍ୟ ଗୁଜରାଟରେ ଲ୍ୟାଣ୍ଡଫଲ କରିବାର ରହିଛି। ତେଣୁ ଦ୍ୱିତୀୟ ଟି-୨୦କୁ ବର୍ଷାର ଭୟ ରହିଛି।

ଅନ୍ୟପକ୍ଷରେ ଯଦି ମ୍ୟାଚ୍‌ ବେଳେ ବର୍ଷା ନ ହେଲା, ତା’ହେଲେ ପିଚ୍‌ ପୂରା ବ୍ୟାଟସମ୍ୟାନଙ୍କୁ ସୁହାଇବ ବୋଲି କୁହାଯାଉଛି। ଅର୍ଥାତ ଲୋକମାନେ ଆସନ୍ତାକାଲି ବର୍ଷା ନ ହେଲେ ରନ୍‌ ବର୍ଷାକୁ ଦେଖିବେ।

ଗ୍ରାଉଣ୍ଡସମ୍ୟାନ୍‌ ମନସୁଖଭାଇ ତେରାୟା କହିଛନ୍ତି, ପିଚ୍‌ଟି ପୂରା ଘାସ ମୁକ୍ତ ରହିଛି। ତେଣୁ ଏଠାରେ ଭଲ ରନ୍‌ ହେବ। ବର୍ଷାର ସୂଚନା ମିଳିବା ଠାରୁ ପିଚ୍‌କୁ ଘୋଡ଼ାଇ ରଖାଯାଇଛି। ବୁଧବାର ଓ ଗୁରୁବାର ଏଠାରେ ବର୍ଷାର ଆଶଙ୍କା କରାଯାଉଛି। ଯଦି ବର୍ଷା ହେଲା, ତା’ହେଲେ ନିଶ୍ଚିତ ଭାବେ ଏହା ବୋଲରଙ୍କୁ ସୁହାଇ ପାରେ। ନଚେତ୍‌ ଏଠାରେ ପ୍ରବଳ ରନ୍‌ ହେବ।

ଏସ୍‌ସିଏ ଅଫିସିଆଲ ମ୍ୟାଚ୍‌ ଆୟୋଜନ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି। ବାତ୍ୟା ମହା ଲ୍ୟାଣ୍ଡଫଲ କରିବା ବେଳେ ଦୁର୍ବଳ ହେବାର ସମ୍ଭାବନା ଥିବାରୁ ମ୍ୟାଚ ବେଳେ ବର୍ଷା ହେବନାହିଁ ବୋଲି ସେମାନେ ଆଶା କରିଛନ୍ତି।

ଗ୍ରାଉଣ୍ଡରେ ଡ୍ରେନଜ୍‌ ସୁବିଧା ରହିଛି। ଯଦି ଆସନ୍ତାକାଲି ସକାଳେ ବର୍ଷା ହୋଇ ଛାଡ଼ିଯିବ, ତା’ହେଲେ ଆମେ ସନ୍ଧ୍ୟା ସୁଦ୍ଧା ମ୍ୟାଚ୍‌ ପାଇଁ ପଡ଼ିଆକୁ ପ୍ରସ୍ତୁତ କରିନେବୁ। ଆମ ପାଖରେ ଅଭିଜ୍ଞ ସମ୍ପନ୍ନ ଗ୍ରାଉଣ୍ଡଷ୍ଟାଫ ରହିଛନ୍ତି। ସେମାନେ ସବୁ ପ୍ରକାରର ଜରୁରୀ କାଳୀନ ସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ଆମେ କେବଳ ପ୍ରବଳ ବର୍ଷା ନ ହେବା ପାଇଁ ପ୍ରାର୍ଥନା କରୁଛୁ ବୋଲି ଏସ୍‌ସିଏ ସମ୍ପାଦକ ହିମାଂଶୁ ଶାହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story