କଂଗାରୁ ବିରୋଧରେ ବିରାଟ: ଏଥର ଅସମ୍ମାନ ଅଭିଯୋଗ

ରାଞ୍ଚି: ଅଷ୍ଟ୍ରେଲିଆ ଟିମ୍‌ ବିରୋଧରେ ପୁଣି ଅଭିଯୋଗ ଆଣିଲେ ବିରାଟ କୋହଲି। ଟିମ୍‌ ଇଣ୍ଡିଆର ଫିଜିଓଙ୍କୁ ଅଷ୍ଟ୍ରେଲିଆ ଖେଳାଳି ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି ବିରାଟ କୋହଲି । କିଛି ଅଷ୍ଟ୍ରେଲିଆ ଖେଳାଳି ଭାରତୀୟ ଦଳ ଫିଜିଓ ‘ପାଟ୍ରିକ୍‌ ଫାହାର୍ଟ’ଙ୍କୁ ଅସମ୍ମାନ କରିଥିବା କହିଛନ୍ତି । ତୃତୀୟ ଟେଷ୍ଟରେ ଫିଲ୍ଡିଂ କରିବା ସମୟରେ ଆହତ ହୋଇଥିବା ବେଳେ ଫିଜିଓ ପାଟ୍ରିକ୍‌ ବିରାଟଙ୍କୁ ଚିକିତ୍ସା କରିବା ପାଇଁ ପଡିଆକୁ ଆସିଥିଲେ ଏହି ଘଟଣାକୁ ନେଇ ଅଷ୍ଟ୍ରେଳିଆ ଖେଳାଳି ଫିଜିଓଙ୍କୁ […]

physio_virat

physio_virat

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 04:29 PM IST

Sports

Latest News

ରାଞ୍ଚି: ଅଷ୍ଟ୍ରେଲିଆ ଟିମ୍‌ ବିରୋଧରେ ପୁଣି ଅଭିଯୋଗ ଆଣିଲେ ବିରାଟ କୋହଲି। ଟିମ୍‌ ଇଣ୍ଡିଆର ଫିଜିଓଙ୍କୁ ଅଷ୍ଟ୍ରେଲିଆ ଖେଳାଳି ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି ବିରାଟ କୋହଲି । କିଛି ଅଷ୍ଟ୍ରେଲିଆ ଖେଳାଳି ଭାରତୀୟ ଦଳ ଫିଜିଓ ‘ପାଟ୍ରିକ୍‌ ଫାହାର୍ଟ’ଙ୍କୁ ଅସମ୍ମାନ କରିଥିବା କହିଛନ୍ତି । ତୃତୀୟ ଟେଷ୍ଟରେ ଫିଲ୍ଡିଂ କରିବା ସମୟରେ ଆହତ ହୋଇଥିବା ବେଳେ ଫିଜିଓ ପାଟ୍ରିକ୍‌ ବିରାଟଙ୍କୁ ଚିକିତ୍ସା କରିବା ପାଇଁ ପଡିଆକୁ ଆସିଥିଲେ ଏହି ଘଟଣାକୁ ନେଇ ଅଷ୍ଟ୍ରେଳିଆ ଖେଳାଳି ଫିଜିଓଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ନିଜ ସାଥି ଖେଳାଳିଙ୍କୁ ସମର୍ଥନ କରିବା ସହ କୋହଲିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story