ରଣଜୀ ମ୍ୟାଚ୍‌: ତ୍ରିପୁରା ୨୨୬/୭, ମଧ୍ୟପ୍ରଦେଶ ୨୬୧/୭

ଭୁବନେଶ୍ୱର/କଟକ: ଭୁବନେଶ୍ୱର କିଟ୍‌ କ୍ରିକେଟ୍‌ ଷ୍ଟାଡିୟମରେ ଚାଲିଥିବା ତ୍ରିପୁରା ବିପକ୍ଷ ରଣଜୀ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଗୋଆ ସମସ୍ତ ୱିକେଟ୍‌ ହରାଇ ୨୬୯ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଏସ୍‌.ଏ. ଅସୋନ୍ଦକର ୫୭, ଏସ୍‌. କୌଥନ୍‌କର ୪୩ ଏବଂ ଏସ୍‌. କାମତ ୪୩ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଗତକାଲି ଅପରାଜିତ ଥିବା ଦୁଇ ବ୍ୟାଟ୍ସମ୍ୟାନ ଏସ୍‌. ଜାକାଟି ୪୭ ଏବଂ ଜି.ଡି. ନରଭେକର ୪ କରି ଆଜି ଆଉଟ୍‌ ହୋଇଥିଲେ। […]

ranji-trophy

ranji-trophy

Rakesh Mallick
  • Published: Saturday, 29 October 2016
  • Updated: 30 October 2016, 07:21 AM IST

Sports

Latest News

ଭୁବନେଶ୍ୱର/କଟକ: ଭୁବନେଶ୍ୱର କିଟ୍‌ କ୍ରିକେଟ୍‌ ଷ୍ଟାଡିୟମରେ ଚାଲିଥିବା ତ୍ରିପୁରା ବିପକ୍ଷ ରଣଜୀ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଗୋଆ ସମସ୍ତ ୱିକେଟ୍‌ ହରାଇ ୨୬୯ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଏସ୍‌.ଏ. ଅସୋନ୍ଦକର ୫୭, ଏସ୍‌. କୌଥନ୍‌କର ୪୩ ଏବଂ ଏସ୍‌. କାମତ ୪୩ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଗତକାଲି ଅପରାଜିତ ଥିବା ଦୁଇ ବ୍ୟାଟ୍ସମ୍ୟାନ ଏସ୍‌. ଜାକାଟି ୪୭ ଏବଂ ଜି.ଡି. ନରଭେକର ୪ କରି ଆଜି ଆଉଟ୍‌ ହୋଇଥିଲେ।

ତ୍ରିପୁରା ପକ୍ଷରୁ ଗୁରିନ୍ଦର ସିଂହ ୪ଟି ୱିକେଟ୍‌ ନେଇଥିବା ବେଳେ ବି.ବି. ରାୟ ଏବଂ ଏମ୍‌.ବି. ମୁରା ଏବଂ ରାଣା ଦତ୍ତ ୨ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି।

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ତ୍ରିପୁରା ୭ ୱିକେଟ୍‌ ହରାଇ ୨୨୬ ରନ୍‌ କରି ନେଇଛି। ଦଳ ପକ୍ଷରୁ ବି.ବି. ଘୋଷ ୨୫, ଏସ୍‌.କେ. ପଟେଲ ୨୩ ରନ୍‌ କରି ଆଉଟ ହୋଇଛନ୍ତି। ଆର.ଏ. ଦେ (୫୬) ଏବଂ ଗୁରିନ୍ଦର ସିଂହ (୪୧) ରନ୍‌ କରି ଅପରାଜିତ ଅଛନ୍ତି।

ଗୋଆ ବୋଲର ଏସ୍‌. ଜାକାଟି ୫ଟି ଏବଂ ଆର.ଆର. ସିଂହ ୨ଟି ୱିକେଟ୍‌ ନେଇଛନ୍ତି।

ପ୍ରଥମ ଦିନରେ ତ୍ରିପୁରା ସମସ୍ତ ୱିକେଟ୍‌ ହରାଇ ୨୮୩ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଆର.ଏ. ଦେ, ୮୭, ଏ.ଏ. ଦେ ୫୮ ଏବଂ ୱାଇ ସିଂହ ୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଗୋଆ ବୋଲର ଏସ୍‌. ଜାକାଟି ୪ଟି ୱିକେଟ୍‌ ନେଇଥିଲେ। ଏସ୍‌.ଏସ୍‌. ବାନ୍ଦେକର ୩ଟି, ଆର.ଆର. ସିଂହ ଏବଂ ଡି. ମିଶାଲ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ସେହିପରି କଟକ ଡ୍ରିମ୍ସ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍‌ର ତୃତୀୟ ଦିନରେ ତାମିଲନାଡୁ ୭ ୱିକେଟ୍‌ ବିନିମୟରେ ୫୫୫ ରନ କରି ପାଳି ଘୋଷଣା କରିଛି। ଗତକାଲିର ସ୍କୋରରେ ୮ ରନ୍‌ ଯୋଡିବା ପରେ ଦଳ ପାଳି ଘୋଷଣା କରିଥିଲା। କେ. ଗାନ୍ଧି ୨୪ ଚୌକା ସହାୟତାରେ ୧୫୭ ରନ୍‌ କରିଥିଲେ। ଏନ୍‌. ଜଗଦୀସନ୍‌ ୮ ଚୌକା, ୨ ଛକା ସହାୟତାରେ ୧୨୩ ରନ୍‌ କରି ଅପରାଜିତ ରହିଥିଲେ। ଦୀନେଶ କାର୍ତ୍ତିକ ୯୫ ରନ୍‌ ଆଉଟ୍‌ ହୋଇଥିଲେ।

ମଧ୍ୟପ୍ରଦେଶ ପକ୍ଷରୁ ଏ. ଦାସ ୩ଟି ୱିକେଟ୍‌ ନେଇଥିବା ବେଳେ ସି. ସାକୁରେ ୨ଟି, ଆଇ. ପାଣ୍ଡେ ଏବଂ ଏଚ୍‌.ଏସ୍‌ ଭାଟିଆ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଆଜି ମଧ୍ୟପ୍ରଦେଶ ୭ ୱିକେଟ୍‌ ହରାଇ ୨୬୧ ରନ୍‌ ସଂଗ୍ରହ କରି ନେଇଛି। ଦେବେନ୍ଦ୍ର ବୁନ୍ଦେଲା ୯୩ ରନ ଏବଂ ଶୁଭମ୍‌ ଶର୍ମା ୮୫ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଅଙ୍କିତ ଶର୍ମା ୯ ରନ୍‌ କରି ଅପରାଜିତ ଅଛନ୍ତି।

ତାମିଲନାଡୁର ବୋଲର ଏମ୍‌.ଏସ୍‌.ଡବ୍ଲ୍ୟୁ. ସୁନ୍ଦର ୨ଟି ୱିକେଟ୍‌ ନେଇଥିବା ବେଳେ ଏ.କ୍ରିଷ୍ଟ, ଟି. ନଟରାଜନ ଏବଂ ଆର. ଶ୍ରୀନିବାସ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story