ରଣଜୀ ମ୍ୟାଚ୍‌: ଦିଲ୍ଲୀ, ଝାଡ଼ଖଣ୍ଡ, ମୁମ୍ବାଇ ଜିତିଲେ

ନୂଆଦିଲ୍ଲୀ: ଆସାମ ବିପକ୍ଷ ରଣଜୀ ମ୍ୟାଚ୍‌କୁ ଦିଲ୍ଲୀ ଗୋଟିଏ ଇନିଂସ ଓ ୮୩ ରନ୍‌ରେ ଜିତି ଯାଇଛି। ଦିଲ୍ଲୀ ପ୍ରଥମ ଇନିଂସ୍‌ରେ ୮ ୱିକେଟ୍ ହରାଇ ୫୮୯ ରନ୍ କରିବା ସହିତ ପାଳି ଘୋଷଣା କରିଥିଲା। ଆସାମ ପ୍ରଥମ ଇନିଂସରେ ୧୯୩ ରନ୍ କରିଥିଲା ଓ ଦ୍ୱିତୀୟ ଇନିଂସରେ ୩୧୩ ରନ୍ କରିଥିଲା। ମହାରାଷ୍ଟ୍ରକୁ ୬ ୱିକେଟ୍‌ ହରାଇଛି ଝାଡ଼ଖଣ୍ଡ। ମହାରାଷ୍ଟ୍ର ପ୍ରଥମ ଇନିଂସରେ ୨୧୦ ରନ୍ କରିଥିଲା। ପ୍ରଥମ ଇନିଂସରେ ଝାଡ଼ଖଣ୍ଡ କରିଥିଲା ୩୦୬ ରନ୍। […]

mohit-sharma

mohit-sharma

Rakesh Mallick
  • Published: Sunday, 09 October 2016
  • Updated: 09 October 2016, 07:15 PM IST

Sports

Latest News

ନୂଆଦିଲ୍ଲୀ: ଆସାମ ବିପକ୍ଷ ରଣଜୀ ମ୍ୟାଚ୍‌କୁ ଦିଲ୍ଲୀ ଗୋଟିଏ ଇନିଂସ ଓ ୮୩ ରନ୍‌ରେ ଜିତି ଯାଇଛି। ଦିଲ୍ଲୀ ପ୍ରଥମ ଇନିଂସ୍‌ରେ ୮ ୱିକେଟ୍ ହରାଇ ୫୮୯ ରନ୍ କରିବା ସହିତ ପାଳି ଘୋଷଣା କରିଥିଲା। ଆସାମ ପ୍ରଥମ ଇନିଂସରେ ୧୯୩ ରନ୍ କରିଥିଲା ଓ ଦ୍ୱିତୀୟ ଇନିଂସରେ ୩୧୩ ରନ୍ କରିଥିଲା।

ମହାରାଷ୍ଟ୍ରକୁ ୬ ୱିକେଟ୍‌ ହରାଇଛି ଝାଡ଼ଖଣ୍ଡ। ମହାରାଷ୍ଟ୍ର ପ୍ରଥମ ଇନିଂସରେ ୨୧୦ ରନ୍ କରିଥିଲା। ପ୍ରଥମ ଇନିଂସରେ ଝାଡ଼ଖଣ୍ଡ କରିଥିଲା ୩୦୬ ରନ୍। ଦ୍ୱିତୀୟ ଇନିଂସ୍‌ରେ ମହାରାଷ୍ଟ୍ର ୯ ୱିକେଟ୍ ହରାଇ ୧୮୮ ରନ୍ କରିଥିଲା। ଝାଡ଼ଖଣ୍ଡ ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ।

ତାମିଲନାଡୁକୁ ମୁମ୍ବାଇ ୨ ୱିକେଟ୍‌ରେ ହରାଇଛି। ତାମିଲନାଡୁ ପ୍ରଥମ ଇନିଂସରେ ୮୭ ରନ୍ କରିଥିଲା। ମୁମ୍ବାଇ ପ୍ରଥମ ଇନିଂସରେ ୧୭୬ ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ତାମିଲନାଡୁ ୧୮୫ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ମୁମ୍ବାଇ ଦ୍ୱିତୀୟ ଇନିଂସରେ ୮ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

ରାଜସ୍ଥାନ ଓ ସୌରାଷ୍ଟ୍ର ରଣଜୀ ମ୍ୟାଚ୍ ଡ୍ର ରହିଛି। ସୌରାଷ୍ଟ୍ର ୪୩୦ ରନ୍ କରିଥିବା ବେଳେ ରାଜସ୍ଥାନ ପ୍ରଥମ ଇନିଂସରେ ମାତ୍ର ୧୦୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଦଳକୁ ଫୋଲୋଅନ୍ ମିଳିଥିଲା। ଷ୍ଟମ୍ପ୍‌ ଅପସାରଣ ବେଳକୁ ଦଳ ଦ୍ୱିତୀୟ ଇନଂସରେ ୪ ୱିକେଟ୍ ହରାଇ ୩୦ ରନ୍ କରିଥିଳା। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ସୌରାଷ୍ଟ୍ରକୁ ୩ ପଏଣ୍ଟ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story