ରଣଜୀ ମ୍ୟାଚ୍: କେରଳ ୨୨୩/୪, ଗୋଆ ୩୩୩/୨

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ସ୍ଥିତ କିଟ୍ କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ହାଇଦ୍ରାବାଦ ଓ କେରଳ ମଧ୍ୟସ୍ଥ ରଣଜୀ ମ୍ୟାଚ୍। କେରଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୪ ୱିକେଟ୍ ହରାଇ ୨୨୩ ରନ୍ କରିଛି। ଭି.ଏ ଜଗଦୀଶ ୫ ରନ୍ କରିଥିବା ବେଳେ ଭବୀନ ଜେ. ଠକ୍କର ୩୮, ରୋହନ ପ୍ରେମ୍ ୪୧ ଓ ସଞ୍ଜୁ ସାମସନ୍ ୧୫ ରନ୍ କରିଛନ୍ତି। ସଚୀନ ବେବି […]

kerala

kerala

Rakesh Mallick
  • Published: Thursday, 20 October 2016
  • Updated: 20 October 2016, 07:40 PM IST

jaljaଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ସ୍ଥିତ କିଟ୍ କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ହାଇଦ୍ରାବାଦ ଓ କେରଳ ମଧ୍ୟସ୍ଥ ରଣଜୀ ମ୍ୟାଚ୍। କେରଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୪ ୱିକେଟ୍ ହରାଇ ୨୨୩ ରନ୍ କରିଛି। ଭି.ଏ ଜଗଦୀଶ ୫ ରନ୍ କରିଥିବା ବେଳେ ଭବୀନ ଜେ. ଠକ୍କର ୩୮, ରୋହନ ପ୍ରେମ୍ ୪୧ ଓ ସଞ୍ଜୁ ସାମସନ୍ ୧୫ ରନ୍ କରିଛନ୍ତି। ସଚୀନ ବେବି ୫୧ ରନ୍ ଓ ଜାଲାଜ ସକ୍ସେନା ୫୮ ରନ୍ କରି ନଟ୍ ଆଉଟ୍ ଅଛନ୍ତି। ଆସନ୍ତାକାଲି ସେମାନେ ପାଳିକୁ ଆଗେଇ ନେବେ।

ହାଇଦ୍ରାବାଦ ପକ୍ଷରୁ ରବି କିରଣ, ସି.ଭି ମିଳିନ୍ଦ, ମେହଦି ହାସନ ଓ ଆକାଶ ଭଣ୍ଡାରୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

ସେହିପରି କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଆଜିଠାରୁ ସର୍ଭିସେସ୍ ଓ ଗୋଆ ମଧ୍ୟରେ ଅନ୍ୟ ଏକ ରଣଜୀ ମ୍ୟାଚ୍ ଆରମ୍ଭ ହୋଇଛି। ସର୍ଭିସେସ୍ ଟସ୍ ଜିତି ଗୋଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଗୋଆ ୨ ୱିକେଟ୍ ହରାଇ ୩୩୩ ରନ୍ କରିଛି। ସୁମିରନ୍ ଅମୋନକର ୧୦୧ ରନ୍ କରିଥିବା ବେଳେ ସଗୁନ କାମତ ୧୭୭ ରନ୍ କରି ନଟ୍‌ଆଉଟ୍ ରହିଛନ୍ତି। ସ୍ନେହାଲ ୩୫ ରନ୍ କରି ଅପରାଜିତ ଅଛନ୍ତି। ଓପନର ସ୍ୱପନିଲ୍ ଅଂଶୋଦକର କୌଣସି ରନ୍ ନ କରି ଆଉଟ୍ ହୋଇଯାଇଥିଲେ।

ସର୍ଭିସେସ୍ ପକ୍ଷରୁ ଦୀୱେଶ ଗୁରୁଦେବ ୨ଟି ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story