ରଣଜୀ ଟ୍ରଫି ଫାଇନାଲରେ ମୁମ୍ବାଇ

ରାଜକୋଟ: ତାମିଲନାଡୁକୁ ହରାଇ ମୁମ୍ବାଇ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି। ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ତାମିଲନାଡୁ ବିପକ୍ଷ ସେମିଫାଇନାଲକୁ ମୁମ୍ବାଇ ୬ ୱିକେଟ୍‌ରେ ଜିତି ନେଇଛି। ୨୫୦ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୪ ୱିକେଟ୍‌ ହରାଇ ହାସଲ କରି ନେଇଥିଲା। ଦଳ ପକ୍ଷରୁ ପ୍ରୀଥଭୀ ସା ୧୩ ଚୌକା ଓ ଗୋଟିଏ ଛକା ସହାୟତାରେ ୧୨୦ ରନ୍‌ କରିଥିଲେ। ପି. ୱାଘେଲା ୩୬, ଏସ୍‌ ଲୟେର ୪୦ ଏବଂ ସୂର୍ଯ୍ୟ […]

ranjitrophy

ranjitrophy

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 05:33 PM IST

Sports

Latest News

ରାଜକୋଟ: ତାମିଲନାଡୁକୁ ହରାଇ ମୁମ୍ବାଇ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି। ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ତାମିଲନାଡୁ ବିପକ୍ଷ ସେମିଫାଇନାଲକୁ ମୁମ୍ବାଇ ୬ ୱିକେଟ୍‌ରେ ଜିତି ନେଇଛି।

୨୫୦ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୪ ୱିକେଟ୍‌ ହରାଇ ହାସଲ କରି ନେଇଥିଲା। ଦଳ ପକ୍ଷରୁ ପ୍ରୀଥଭୀ ସା ୧୩ ଚୌକା ଓ ଗୋଟିଏ ଛକା ସହାୟତାରେ ୧୨୦ ରନ୍‌ କରିଥିଲେ। ପି. ୱାଘେଲା ୩୬, ଏସ୍‌ ଲୟେର ୪୦ ଏବଂ ସୂର୍ଯ୍ୟ କୁମାର ଯାଦବ ୩୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଏ.ପି. ତାରେ ୪ ଏବଂ ଏସ୍‌ଡି ଲେଡ୍‌ ୧ ରନ୍‌ କରି ଅପରାଜିତ ଥିଲେ।

ତାମିଲନାଡୁ ପକ୍ଷରୁ  ଆର.ଏ. ଶ୍ରୀନିଭାସ୍‌ ୨ଟି, ବି. ଅପରାଜିଥ୍‌ ଏବଂ ଭି. ଶଙ୍କର ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ମୁମ୍ବାଇର ପ୍ରୀଥଭୀ ସା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ତାମିଲନାଡୁ ପ୍ରଥମ ପାଳିରେ ୩୦୫ ରନ୍‌ କରିଥିବା ବେଳେ ୩୫୬/୬ରେ ଦ୍ୱିତୀୟ ପାଳି ଘୋଷଣା କରିଥିଲା। ମୁମ୍ବାଇ ପ୍ରଥମ ପାଳିରେ ୪୧୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

୪୧ ଥର ରଣଜୀ ଚାମ୍ପିୟନ ମୁମ୍ବାଇ ଆସନ୍ତା ୧୦ ତାରିଖ ଫାଇନାଲରେ ଇନ୍ଦୋର ଷ୍ଟାଡିୟମରେ ଗୁଜରାଟକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story