ରଣଜୀ ଟ୍ରଫି: ଓଡ଼ିଶା-ଗୁଜରାଟ୍‌ ମ୍ୟାଚ୍‌ ଡ୍ର

ଜୟପୁର: ୧୫ ବର୍ଷ ପରେ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲକୁ ଯାଇଥିବା ଓଡ଼ିଶା ଟିମ୍‌ର ସେମିଫାଇନାଲ ଖେଳିବା ଆଶା ଆଶାରେ ରହିଯାଇଛି। ଗୁଜରାଟ ବିପକ୍ଷ କ୍ୱାର୍ଟର ଫାଇନାଲରେ ମ୍ୟାଚ୍‌ ଡ୍ର ହେବା ପରେ ପ୍ରଥମ ଇନିଂସ୍‌ ପଛରେ ରହି ଓଡ଼ିଶା ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି। ଆଜି ପଞ୍ଚମ ତଥା ଶେଷ ଦିନରେ ଗୁଜରାଟ୍‌ ଗତକାଲିର ଅସମାପ୍ତ ଇନିଂସ୍‌ ୫୧୪/୮ରୁ ଖେଳ ଆରମ୍ଭ କରିଥିଲା। ଗତକାଲିର ସ୍କୋରରେ ୧୩୭ ରନ୍‌ ଯୋଡି ଗୁଜରାଟ୍‌ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୭୦୬ ରନ୍‌ର […]

ranjitrophy

ranjitrophy

Rakesh Mallick
  • Published: Tuesday, 27 December 2016
  • Updated: 27 December 2016, 06:31 PM IST

Sports

Latest News

ଜୟପୁର: ୧୫ ବର୍ଷ ପରେ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲକୁ ଯାଇଥିବା ଓଡ଼ିଶା ଟିମ୍‌ର ସେମିଫାଇନାଲ ଖେଳିବା ଆଶା ଆଶାରେ ରହିଯାଇଛି। ଗୁଜରାଟ ବିପକ୍ଷ କ୍ୱାର୍ଟର ଫାଇନାଲରେ ମ୍ୟାଚ୍‌ ଡ୍ର ହେବା ପରେ ପ୍ରଥମ ଇନିଂସ୍‌ ପଛରେ ରହି ଓଡ଼ିଶା ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି।

ଆଜି ପଞ୍ଚମ ତଥା ଶେଷ ଦିନରେ ଗୁଜରାଟ୍‌ ଗତକାଲିର ଅସମାପ୍ତ ଇନିଂସ୍‌ ୫୧୪/୮ରୁ ଖେଳ ଆରମ୍ଭ କରିଥିଲା। ଗତକାଲିର ସ୍କୋରରେ ୧୩୭ ରନ୍‌ ଯୋଡି ଗୁଜରାଟ୍‌ ଅଲ୍‌ଆଉଟ୍‌ ହୋଇଯାଇଥିଲା। ୭୦୬ ରନ୍‌ର ବିଶାଳ ବିଜୟ ଲକ୍ଷ ନେଇ ଓଡ଼ିଶା ପଡିଆକୁ ଓହ୍ଲାଇ ଥିଲା। ୨୨ ଓଭରରେ ଗୋଟିଏ ୱିକେଟ୍‌ ହରାଇ ଦଳ ୮୧ ରନ୍‌ କରିଥିଲା। ମ୍ୟାଚ୍‌ର ଫଳାଫଳ କିଛି ହେବାର ଆଶା ନ ଥିବାରୁ ଦୁଇ ଦଳର ଅଧିନାୟକଙ୍କ ସହ ଆଲୋଚନା କରିବା ପରେ ଖେଳକୁ ଡ୍ର ଘୋଷଣା କରାଯାଇଥିଲା।

ଗୁଜରାଟ ଦୁଇଟି ପାଳିରେ ୨୬୩ ଓ ୬୪୧ ରନ୍‌ କରିଥିଲା। ଓଡ଼ିଶା ପ୍ରଇମ ପାଳିରେ ୧୯୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story