ରଣଜୀ ଟ୍ରଫି: ଆଜିଠୁ ଓଡ଼ିଶା-ମୁମ୍ବାଇ ମ୍ୟାଚ୍

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫିରେ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ମାତ୍ର ଦୁଇ ପଏଣ୍ଟ ପାଇଥିବା ଓଡ଼ିଶା ଦଳ ଆଜିଠୁ ତାର ତୃତୀୟ ମ୍ୟାଚ୍ ଖେଳିବ। ତୃତୀୟ ମ୍ୟାଚ୍‌ରେ ଦଳ  ଶକ୍ତିଶାଳୀ ମୁମ୍ବାଇକୁ ସାମ୍ନା କରିବ।  ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିଛି। କ୍ୟାପ୍‌ଟେନ୍‌ ଗୋବିନ୍ଦ ପୋଦାରଙ୍କ ସମେତ ଶୁଭ୍ରାଶୁଂ ସେନାପତି ଓ ବିପ୍ଲବ ସାମନ୍ତରାୟଙ୍କୁ ଭଲ ବ୍ୟାଟିଂ କରିବାକୁ ପଡ଼ିବ।  ସିମର ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ମଙ୍ଗରାଜ ଓ ଦୀପକ ବେହେରା […]

batball

batball

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 08:22 AM IST

Sports

Latest News

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫିରେ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ମାତ୍ର ଦୁଇ ପଏଣ୍ଟ ପାଇଥିବା ଓଡ଼ିଶା ଦଳ ଆଜିଠୁ ତାର ତୃତୀୟ ମ୍ୟାଚ୍ ଖେଳିବ। ତୃତୀୟ ମ୍ୟାଚ୍‌ରେ ଦଳ  ଶକ୍ତିଶାଳୀ ମୁମ୍ବାଇକୁ ସାମ୍ନା କରିବ।  ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିଛି। କ୍ୟାପ୍‌ଟେନ୍‌ ଗୋବିନ୍ଦ ପୋଦାରଙ୍କ ସମେତ ଶୁଭ୍ରାଶୁଂ ସେନାପତି ଓ ବିପ୍ଲବ ସାମନ୍ତରାୟଙ୍କୁ ଭଲ ବ୍ୟାଟିଂ କରିବାକୁ ପଡ଼ିବ।  ସିମର ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ମଙ୍ଗରାଜ ଓ ଦୀପକ ବେହେରା ମଧ୍ୟ  ଭଲ ବୋଲିଂ ପ୍ରଦର୍ଶନ କରିବା ନେଇ ‌ଆଶା ରହିଛି।

ଅନ୍ୟପଟେ ଶକ୍ତିଶାଳୀ ମୁମ୍ବାଇ ଦଳ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍।  ଦଳରେ ରହିଛନ୍ତି କିଛି ଅନ୍ତର୍ଜାତିକ ଓ ଅଭିଜ୍ଞ ଖେଳାଳି।  ଆଜିଙ୍କ୍ୟା ରାହାଣେ, ସାର୍ଦୁଳ ଠାକୁର, ଅଭିଷେକ ନାୟର ଓ ଧବଲ କୁଲକର୍ଣ୍ଣିଙ୍କ ସମେତ କିଛି ଆଇପିଏଲ ଖେଳାଳି ମଧ୍ୟ ରହିଛନ୍ତି। ଏହି ସିଜିନରେ ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ୨ଟି ମ୍ୟାଚ୍‌ ଖେଳି ୫ ପଏଣ୍ଟ ସହ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story