ରଣଜୀ ମ୍ୟାଚ୍‌: ଆସାମକୁ ଭେଟିବ ଓଡ଼ିଶା

ଭୁବନେଶ୍ୱର: ଚଳିତ ରଣଜୀ ସିଜିନ୍‌ରେ ‘ଗ୍ରୁପ୍ ବି’ରେ ଥିବା ଓଡ଼ିଶା ଦଳ ଆସନ୍ତାକାଲିଠାରୁ ତା’ର ପଞ୍ଚମ ମ୍ୟାଚ୍ ଆସାମ ବିରୋଧରେ ଖେଳିବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସକାଳ ସାଢ଼େ ୯ଟାରୁ ଖେଳ ଆରମ୍ଭ ହେବ। ଚାରୋଟି ମ୍ୟାଚ୍ ଖେଳି ସାରିଥିବା ଓଡ଼ିଶା ଦଳ ୯ ପଏଣ୍ଟ ପାଇ ‘ଗ୍ରୁପ୍-ବି’ରେ ୫ମ ସ୍ଥାନରେ ରହିଛି। ଆସାମ ଦଳ ୫ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ୭ ପଏଣ୍ଟ ପାଇ ‘ଗ୍ରୁପ୍‌-ବି’ରେ ଓଡ଼ିଶା ତଳକୁ ଷଷ୍ଠ ସ୍ଥାନରେ […]

ranjitrophy

ranjitrophy

Rakesh Mallick
  • Published: Saturday, 12 November 2016
  • Updated: 13 November 2016, 06:49 PM IST

Sports

Latest News

ଭୁବନେଶ୍ୱର: ଚଳିତ ରଣଜୀ ସିଜିନ୍‌ରେ ‘ଗ୍ରୁପ୍ ବି’ରେ ଥିବା ଓଡ଼ିଶା ଦଳ ଆସନ୍ତାକାଲିଠାରୁ ତା’ର ପଞ୍ଚମ ମ୍ୟାଚ୍ ଆସାମ ବିରୋଧରେ ଖେଳିବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସକାଳ ସାଢ଼େ ୯ଟାରୁ ଖେଳ ଆରମ୍ଭ ହେବ।

ଚାରୋଟି ମ୍ୟାଚ୍ ଖେଳି ସାରିଥିବା ଓଡ଼ିଶା ଦଳ ୯ ପଏଣ୍ଟ ପାଇ ‘ଗ୍ରୁପ୍-ବି’ରେ ୫ମ ସ୍ଥାନରେ ରହିଛି। ଆସାମ ଦଳ ୫ଟି ମ୍ୟାଚ୍ ଖେଳି ସାରିଥିବା ବେଳେ ୭ ପଏଣ୍ଟ ପାଇ ‘ଗ୍ରୁପ୍‌-ବି’ରେ ଓଡ଼ିଶା ତଳକୁ ଷଷ୍ଠ ସ୍ଥାନରେ ରହିଛି। ଆସାମ ଗୋଟିଏ ମ୍ୟାଚ୍ ଜିତିଛି, ଗୋଟିଏ ଡ୍ର’ ରଖିଛି ଓ ୩ଟିରେ ହାରି ଯାଇଛି। ଅନ୍ୟପକ୍ଷରେ ଓଡ଼ିଶା ଦଳ ସୌରାଷ୍ଟ୍ରକୁ ୩୨ ରନ୍‌ରେ ହରାଇଥିବା ବେଳେ ବିଦର୍ଭ, ଦିଲ୍ଲୀ ଓ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ ଡ୍ର’ ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story