ରଣଜୀ ସେମିଫାଇନାଲ: ତାମିଲନାଡୁ ୨୬୧/୬

ରାଜକୋଟ: ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ପ୍ରଥମ ସେମିଫାଇନାଲ ମୁମ୍ବାଇ ଓ ତାମିଲନାଡୁ ମଧ୍ୟରେ ଖେଳାଯାଉଛି। ଟସ୍‌ ଜିତି ତାମିଲନାଡୁ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମଦିନ ଖେଳ ଶେଷ ସୁଦ୍ଧା ତାମିଲନାଡୁ ୬ ୱିକେଟ୍‌ ହରାଇ ୨୬୧ ରନ୍‌ ସଂଗ୍ରହ କରିଛି। ଭି. ଶଙ୍କର ୪୧ ଓ ଏ. କ୍ରିଷ୍ଟ ୯ ରନ୍‌ କରି ଅପରାଜିତ ଅଛନ୍ତି। ମୁମ୍ବାଇ ପକ୍ଷରୁ ସରଦୁଲ ଏବଂ ଏ.ନାୟର ୨ଟି ଲେଖାଏଁ […]

ranji-match

ranji-match

Rakesh Mallick
  • Published: Sunday, 01 January 2017
  • Updated: 01 January 2017, 06:51 PM IST

Sports

Latest News

ରାଜକୋଟ: ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ପ୍ରଥମ ସେମିଫାଇନାଲ ମୁମ୍ବାଇ ଓ ତାମିଲନାଡୁ ମଧ୍ୟରେ ଖେଳାଯାଉଛି। ଟସ୍‌ ଜିତି ତାମିଲନାଡୁ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମଦିନ ଖେଳ ଶେଷ ସୁଦ୍ଧା ତାମିଲନାଡୁ ୬ ୱିକେଟ୍‌ ହରାଇ ୨୬୧ ରନ୍‌ ସଂଗ୍ରହ କରିଛି। ଭି. ଶଙ୍କର ୪୧ ଓ ଏ. କ୍ରିଷ୍ଟ ୯ ରନ୍‌ କରି ଅପରାଜିତ ଅଛନ୍ତି।

ମୁମ୍ବାଇ ପକ୍ଷରୁ ସରଦୁଲ ଏବଂ ଏ.ନାୟର ୨ଟି ଲେଖାଏଁ ଓ ବି.ଏସ୍‌. ସାନ୍ଧୁ ଏବଂ ଭି. ଗୋହିଲ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos