ସୌରାଷ୍ଟ୍ରକୁ ହରାଇଲା ୟୁପି, ପୂଜାରା ଫ୍ଲପ୍‌

ରାଜକୋଟ: ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରଙ୍କ ଉପସ୍ଥିତି ସତ୍ତ୍ୱେ ରଣଜୀ ଟ୍ରଫିରେ ଉତ୍ତର ପ୍ରଦେଶଠାରୁ ସୌରାଷ୍ଟ୍ର ଗୋଟିଏ ଇନିଂସ ଓ ୭୨ ରନରେ ପରାସ୍ତ ହୋଇଛି। ସୌରାଷ୍ଟ୍ର ପକ୍ଷରୁ ଖେଳୁଥିବା ପୂଜାରା ପ୍ରଥମ ଇନିଂସରେ ୫୭ ରନ୍ କରିଥିଲେ ହେଁ ଦ୍ୱିତୀୟ ଇନିଂସରେ ମାତ୍ର ୩ ରନ୍ କରିବାକୁ ସକ୍ଷମ ହୋଇଛି। ଶେଷ ଦିନରେ ସୌରାଷ୍ଟ୍ର ମ୍ୟାଚ୍ ଡ୍ର କରିବାକୁ ଚେଷ୍ଟା କରୁଥିଲେ ହେଁ ଏହା ସମ୍ଭବ ହୋଇପାରି ନାହିଁ। ଉତ୍ତର ପ୍ରଦେଶର ଅଧିନାୟକ ସୌରଭ କୁମାର […]

p

p

Hemant Lenka
  • Published: Saturday, 28 December 2019
  • Updated: 28 December 2019, 05:27 PM IST

Sports

Latest News

ରାଜକୋଟ: ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରଙ୍କ ଉପସ୍ଥିତି ସତ୍ତ୍ୱେ ରଣଜୀ ଟ୍ରଫିରେ ଉତ୍ତର ପ୍ରଦେଶଠାରୁ ସୌରାଷ୍ଟ୍ର ଗୋଟିଏ ଇନିଂସ ଓ ୭୨ ରନରେ ପରାସ୍ତ ହୋଇଛି। ସୌରାଷ୍ଟ୍ର ପକ୍ଷରୁ ଖେଳୁଥିବା ପୂଜାରା ପ୍ରଥମ ଇନିଂସରେ ୫୭ ରନ୍ କରିଥିଲେ ହେଁ ଦ୍ୱିତୀୟ ଇନିଂସରେ ମାତ୍ର ୩ ରନ୍ କରିବାକୁ ସକ୍ଷମ ହୋଇଛି।

ଶେଷ ଦିନରେ ସୌରାଷ୍ଟ୍ର ମ୍ୟାଚ୍ ଡ୍ର କରିବାକୁ ଚେଷ୍ଟା କରୁଥିଲେ ହେଁ ଏହା ସମ୍ଭବ ହୋଇପାରି ନାହିଁ। ଉତ୍ତର ପ୍ରଦେଶର ଅଧିନାୟକ ସୌରଭ କୁମାର ଏହି ମ୍ୟାଚ୍‌ରେ ୧୦ଟି ୱିକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ପ୍ରଥମ ଇନିଂସରେ ୪ଟି ଓ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ ନେଇଛନ୍ତି।

ସୌରାଷ୍ଟ୍ର ପ୍ରଥମ ଇନିଂସ୍‌ରେ ୩୩୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ପୂଜାରା ୫୭, ହାରଭିକ ଦେଶାଇ ୫୪ ଓ ଶେଲଡନ ଜ୍ୟାକସନ ୫୭ ରନ୍‌ର ଇନିଂସ୍‌ ଖେଳିଥିଲେ। ୟୁପି ପକ୍ଷରୁ ଅଧିନାୟକ ସୌରଭ ୪ଟି ୱିକେଟ ନେଇଥିଲେ।

ଏହାର ଜବାବରେ ଉତ୍ତର ପ୍ରଦେଶ ମହମ୍ମଦ ଶୈଫଙ୍କ ୧୬୫, ଆକାଶଦୀପ ନାଥଙ୍କ ୯୫ ଓ ରିଙ୍କୁ ସିଂହଙ୍କ ୭୧ ରନ୍‌ ବଳରେ ବିଶାଳ ୫୨୩ ରନ୍‌ କରିଥିଲା। ଫଳରେ ଦଳ ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋର ଠାରୁ ୧୯୨ ରନ୍‌ର ଲିଡ୍‌ ହାସଲ କରିଥିଲା।

ଆଜି ଶେଷ ଦିନରେ ସୌରାଷ୍ଟ୍ର ମ୍ୟାଚ୍ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ପୂଜାରା ଥିବାରୁ ଦଳ ମ୍ୟାଚକୁ ଡ୍ର ରଖିବାରେ ସକ୍ଷମ ହେବ ବୋଲି କୁହାଯାଉଥିଲା। କିନ୍ତୁ ୟୁପି ଅଧିନାୟକ ସୌରଭ କୁମାର ନିଜର ବାମହାତୀ ଅର୍ଥଡକ୍ସ ସ୍ପିନରେ ସମସ୍ତଙ୍କୁ ଘାଇଲା କରିଥିଲେ। ସେ ୬ଟି ୱିକେଟ ନେବାରୁ ସୌରାଷ୍ଟ୍ର ମାତ୍ର ୧୨୦ ରନ୍ କରିବାକୁ ସକ୍ଷମ ହୋଇଥିଲା।

ସୌରାଷ୍ଟ୍ରର ଓପନର ହାରଭିକ(୫୦) ଓ ସୁନେଲ ପଟେଲ(୧୯) ଦଳକୁ ଭଲ ଆରମ୍ଭ ଦେବା ସହ ପ୍ରଥମ ୱିକେଟ ପାଇଁ ୩୮ ରନ ଯୋଡ଼ିଥିଲେ। ତେବେ ପଟେଲଙ୍କୁ ଜୀଶାନ ଅନସାରୀ ଆଉଟ କରିବା ପରେ ସୌରାଷ୍ଟ୍ର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୩ନଂରେ ବ୍ୟାଟିଂ କରୁଥିବା ପୂଜାରା ମାତ୍ର ୧୦ଟି ବଲ ଖେଳି ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ସୌରଭ କୁମାର ନିଜ ସ୍ପିନର ଯାଦୁରେ ଫସାଇ ଆଉଟ କରିଦେଇଥିଲେ। ଏହାପରେ ଜଣଙ୍କ ପରେ ଜଣେ ସୌରାଷ୍ଟ୍ର ବ୍ୟାଟସମ୍ୟାନ ପ୍ୟାଭିଲିୟନ ଫେରିଥିଲେ। ଶେଷରେ ଦଳ ୧୨୦ ରନ କରି ଅଲଆଉଟ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story