ରଶିଦ୍ ଖାନ୍ ଆଫଗାନିସ୍ତାନ କ୍ୟାପଟେନ୍ ନିଯୁକ୍ତ

ନୂଆଦିଲ୍ଲୀ: ବିଶ୍ୱକପର ବିଫଳତା ପରେ ଆଫଗାନିସ୍ତାନ କ୍ରିକେଟରେ ଅନେକ ପରିବର୍ତ୍ତନ ହୋଇଛି। ଟିମର ନୂଆ କ୍ୟାପଟେନ୍ ଭାବେ ରଶିଦ୍ ଖାନଙ୍କୁ ନିଯୁକ୍ତ କରାଯାଇଛି। ରଶିଦ୍ ସବୁ ଫର୍ମାଟ୍ ପାଇଁ ଆଫଗାନିସ୍ତାନ ଟିମର କ୍ୟାପଟେନ୍ ହୋଇଛନ୍ତି। ସେହିପରି ପୂର୍ବତନ କ୍ୟାପଟେନ୍ ଅସଘର ଆଫଗାନଙ୍କୁ ଟିମର ଉପଅଧିନାୟକ କରାଯାଇଛି। ବିଶ୍ୱକପ୍ ଖରାପ ପ୍ରଦର୍ଶନ ପରେ ଗୁଲବଦିନ୍ ନାଏବଙ୍କୁ ଅଧିନାୟକ ପଦରୁ ବିଦା କାରାଯାଇଛି। @rashidkhan_19 appointed as Team Afghanistan’s new Captain across all three formats while […]

rashif

rashif

Hemant Lenka
  • Published: Friday, 12 July 2019
  • Updated: 12 July 2019, 07:14 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପର ବିଫଳତା ପରେ ଆଫଗାନିସ୍ତାନ କ୍ରିକେଟରେ ଅନେକ ପରିବର୍ତ୍ତନ ହୋଇଛି। ଟିମର ନୂଆ କ୍ୟାପଟେନ୍ ଭାବେ ରଶିଦ୍ ଖାନଙ୍କୁ ନିଯୁକ୍ତ କରାଯାଇଛି। ରଶିଦ୍ ସବୁ ଫର୍ମାଟ୍ ପାଇଁ ଆଫଗାନିସ୍ତାନ ଟିମର କ୍ୟାପଟେନ୍ ହୋଇଛନ୍ତି। ସେହିପରି ପୂର୍ବତନ କ୍ୟାପଟେନ୍ ଅସଘର ଆଫଗାନଙ୍କୁ ଟିମର ଉପଅଧିନାୟକ କରାଯାଇଛି। ବିଶ୍ୱକପ୍ ଖରାପ ପ୍ରଦର୍ଶନ ପରେ ଗୁଲବଦିନ୍ ନାଏବଙ୍କୁ ଅଧିନାୟକ ପଦରୁ ବିଦା କାରାଯାଇଛି।

ବିଶ୍ୱକପର ତିନି ମାସ ପୂର୍ବରୁ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ଅସଘର ଆଫଗାନଙ୍କୁ ବହିଷ୍କାର କରି ତାଙ୍କ ସ୍ଥାନରେ ନାଏବଙ୍କୁ କ୍ୟାପଟେନ୍ ଭାବେ ନିଯୁକ୍ତ କରିଥିଲା। ଗୁଲବଦିନଙ୍କୁ କ୍ୟାପଟେନ୍ କରାଯିବା ନେଇ ଟିମର କିଛି ଖେଳାଳି ବିରୋଧ କରିଥିଲେ। ବିଶ୍ୱକପରେ ମଧ୍ୟ ତାଙ୍କର ଖରାପ କ୍ୟାପଟେନ୍ସିକୁ ନେଇ ପ୍ରଶ୍ନ ଉଠିଥିଲା। ପାକିସ୍ତାନ ବିପକ୍ଷ ମ୍ୟାଚରେ ତାଙ୍କ ନିଷ୍ପତ୍ତି ଟିମ୍ ପାଇଁ ମହଙ୍ଗା ପଡ଼ିଥିଲା।

ବିଶ୍ୱକପରେ ଆଫଗାନିସ୍ତାନ ତା'ର ସମସ୍ତ ୯ଟି ଯାକ ମ୍ୟାଚରେ ପରାସ୍ତ ହୋଇଥିଲା। ଗୁଲବଦିନଙ୍କ ନେତୃତ୍ୱରେ ଆଫଗାନିସ୍ତାନ ୧୨ଟି ମ୍ୟାଚରୁ ୧୦ଟିରେ ବିଜୟୀ ହୋଇଥିଲା। ତାଙ୍କ ତୁଳନାରେ ଅସଘରଙ୍କ କ୍ୟାପଟେନ୍ସି ବେଶ୍ ଉନ୍ନତ ଥିଲା। ଅସଘରଙ୍କ ନେତୃତ୍ୱରେ ଆଫଗାନିସ୍ତାନ ୫୬ଟି ମ୍ୟାଚରୁ ୩୬ଟିରେ ବିଜୟୀ ହୋଇଥିବା ବେଳେ ୨୧ଟିରେ ପରାସ୍ତ ହୋଇଥିଲା।

ନବନିଯୁକ୍ତ କ୍ୟାପଟେନ୍ ରଶିଦ୍ ପୂର୍ବରୁ ଟି-୨୦ ଦଳର ଅଧିନାୟକ ଥିଲେ। ଏବେ ସେ ସବୁ ଫର୍ମାଟର ଅଧିନାୟକ ହୋଇଛନ୍ତି। ଅଧିନାୟକ ଭାବେ ରଶିଦ୍ ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟରୁ କାର୍ଯ୍ୟ ଆରମ୍ଭ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story