IPL-11: ଏମିତି ମ୍ୟାଚ୍ ଫିଲ୍ଡର ପାଲଟିଲେ ଦର୍ଶକ, ଷ୍ଟାଡ଼ିୟମ ପାର ହୋଇ ଛକା ପଡ଼ିଲା ସମୁଦ୍ରରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଦ୍ରେ ରସେଲ୍‌ଙ୍କ କମାଲ। ମାତ୍ର ୩୬ ବଲ୍‌ରେ ବିସ୍ଫୋରକ ୮୮ ରନ୍‌। ଯେଉଁଥିରେ ରହିଛି ୧୧ଟି ବିଶାଳ ଛକା। ଆଜିର ମ୍ୟାଚ୍‌ରେ ଖେଳାଳି ନୁହେଁ, ଦର୍ଶକ ପାଲଟିଗଲେ ଫିଲ୍ଡର। ଆଇପିଏଲର ସିଜିନ ୧୧ର ୫ମ ମ୍ୟାଚ୍ ଚେନ୍ନାଇର ଚିପକ୍‌ ଷ୍ଟାଡ଼ିୟମରେ କେକେଆର୍‌ ଓ ସିଏସ୍‌କେ ମଧ୍ୟରେ ଖେଳାଯାଉଛି। କେକେଆର୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ରେ ୨୦୨ରନ ବିଶାଳ ସ୍କୋର୍‌ ଛିଡ଼ା କରିଛି। ଦଳ ପକ୍ଷରୁ ରସେଲ ୩୬ ବଲରୁ […]

vivo-ipl-2018-m5-csk-v-kkr_9190a94c-3cda-11e8-bac8-9a0e74ac6915

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 10:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଦ୍ରେ ରସେଲ୍‌ଙ୍କ କମାଲ। ମାତ୍ର ୩୬ ବଲ୍‌ରେ ବିସ୍ଫୋରକ ୮୮ ରନ୍‌। ଯେଉଁଥିରେ ରହିଛି ୧୧ଟି ବିଶାଳ ଛକା। ଆଜିର ମ୍ୟାଚ୍‌ରେ ଖେଳାଳି ନୁହେଁ, ଦର୍ଶକ ପାଲଟିଗଲେ ଫିଲ୍ଡର। ଆଇପିଏଲର ସିଜିନ ୧୧ର ୫ମ ମ୍ୟାଚ୍ ଚେନ୍ନାଇର ଚିପକ୍‌ ଷ୍ଟାଡ଼ିୟମରେ କେକେଆର୍‌ ଓ ସିଏସ୍‌କେ ମଧ୍ୟରେ ଖେଳାଯାଉଛି। କେକେଆର୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ରେ ୨୦୨ରନ ବିଶାଳ ସ୍କୋର୍‌ ଛିଡ଼ା କରିଛି। ଦଳ ପକ୍ଷରୁ ରସେଲ ୩୬ ବଲରୁ ଆକର୍ଷଣୀୟ ବ୍ୟାଟିଂ କରି ୮୮ରନ କରିଥିବା ବେଳେ ଉଥାପ୍ପା ୨୯ ଓ ଅଧିନାୟକ ଦିନେଶ କାର୍ତ୍ତିକ ୨୬ ରନ କରିଛନ୍ତି। ଏହାସହ ଆଇପିଏଲରେ ରସେଲଙ୍କ ଏହା ବ୍ୟକ୍ତିଗତ ଗୋଟିଏ ଇଂନିସରେ ସର୍ବାଧିକ ସ୍କୋର ହୋଇଯାଇଛି।

ଆଜିର ଦିନ ରସେଲଙ୍କ ଦିନ ଥିଲା ଏଥିରେ ସେନ୍ଦେହ ନାହିଁ। କାରଣ ତାଙ୍କ ବ୍ୟାଟ୍‌ରୁ ଆଜି ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଷ୍ଟାଡ଼ିୟମର ବିଭିନ୍ନ ଦିଗକୁ ଛକାର ବର୍ଷା କରିଥିଲେ ରସେଲ୍। ରସେଲ୍‌ଙ୍କ ସାମ୍ନାରେ ଚେନ୍ନାଇର ବୋଲର ଫିକା ପଡ଼ିଯାଇଥିଲେ। ବିଶେଷ କରି ନିଜ ଦେଶର ସାଥୀ ଖେଳାଳି ବ୍ରାଭୋଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ ରସେଲ୍। ସ୍ଲଗ୍‌ ଓଭର୍‌ ସ୍ପେସାଲିଷ୍ଟ ବ୍ରାଭୋ ମାତ୍ର ୩ ଓଭର୍‌ ବୋଲିଂ କରି ୫୦ ରନ ଦେଇଥିଲେ।

ଇଂନିସର ୧୭ ଓଭର ବୋଲିଂ କରିବାକୁ ବ୍ରାଭୋ ଆସିଥିଲେ। ଏହି ଓଭରର ଦ୍ୱିତୀୟ ବଲକୁ ରସେଲ ଏତେ ଜୋର୍‌ରେ ସଟ୍‌ ମାରିଥିଲେ ବଲ୍‌ଟି ଷ୍ଟାଡ଼ିୟମ ବାହାରକୁ ଚାଲିଯାଇଥିଲା। ଚେନ୍ନାଇ ଷ୍ଟାଡ଼ିୟମଟି ମେରାଇନ୍‌ ବିଚ୍ ନିକଟରେ ଅବସ୍ଥିତ ଥିବାରୁ ଏହି ବଲ୍‌ଟି ଷ୍ଟାଡ଼ିୟମ ପାର ହୋଇ ସମୁଦ୍ର ବିଚ୍‌କୁ ଚାଲିଯାଇଥିବ ବୋଲି ମ୍ୟାଚ୍‌ କମେଣ୍ଟ୍ରି କରୁଥିବା ଭାଷ୍ୟକାର ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story