ଅଲ୍ ଇଣ୍ଡିଆ ପୁଲିସ୍ ରେସଲିଂ କ୍ଲଷ୍ଟରରେ ରବି କୁମାର ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜସ୍ଥାନର ଜୟପୁରଠାରେ ଚାଲିଥିବା ୬୭ତମ ଅଲ୍ ଇଣ୍ଡିଆ ପୁଲିସ୍ ରେସଲିଂ କ୍ଲଷ୍ଟର ଚାମ୍ପିଅନଶିପର ଭାରୋତ୍ତୋଳନରେ ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ୍ କେ. ରବିକୁମାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ରବି କୁମାର ୮୯ କେଜି ବର୍ଗରେ ମୋଟ ୩୦୭ କେଜି (୧୪୨ ସ୍ନାଚ୍, ୧୬୫ କେଜି କ୍ଲିନ୍ ଆଣ୍ଡ ଜର୍କ) ଭାର ଉଠାଇ ଏହି ସଫଳତା ଅର୍ଜନ କରିଛନ୍ତି । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ୍ ଏକାଡେମୀ (ବିପିଏସପିଏ)ରେ ତାଲିମ ନେଇଥିବା […]

ravi

ravi

Hemant Lenka
  • Published: Saturday, 02 March 2019
  • Updated: 02 March 2019, 08:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜସ୍ଥାନର ଜୟପୁରଠାରେ ଚାଲିଥିବା ୬୭ତମ ଅଲ୍ ଇଣ୍ଡିଆ ପୁଲିସ୍ ରେସଲିଂ କ୍ଲଷ୍ଟର ଚାମ୍ପିଅନଶିପର ଭାରୋତ୍ତୋଳନରେ ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ୍ କେ. ରବିକୁମାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ରବି କୁମାର ୮୯ କେଜି ବର୍ଗରେ ମୋଟ ୩୦୭ କେଜି (୧୪୨ ସ୍ନାଚ୍, ୧୬୫ କେଜି କ୍ଲିନ୍ ଆଣ୍ଡ ଜର୍କ) ଭାର ଉଠାଇ ଏହି ସଫଳତା ଅର୍ଜନ କରିଛନ୍ତି । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ୍ ଏକାଡେମୀ (ବିପିଏସପିଏ)ରେ ତାଲିମ ନେଇଥିବା ଡିଏସପି ରବି କୁମାରଙ୍କ ଏହି ସଫଳତା ପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos