ଏହି ବଡ଼ ଭୁଲ୍ ପାଇଁ ଅଶ୍ୱିନଙ୍କ ଉପରେ ଲାଗିପାରେ ଜୋରିମାନା

ବେଙ୍ଗାଲୁରୁ: ବିଜୟ ହଜାରେ ଟ୍ରଫିର ଫାଇନାଲରେ ତାମିଲନାଡୁ ପକ୍ଷରୁ ଖେଳୁଥିବା ଭାରତୀୟ ଟେଷ୍ଟ ଟିମର ନିୟମିତ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଘରୋଇ ମ୍ୟାଚରେ ବିସିସିଆଇର ଲୋଗୋ ବ୍ୟବହାର କରି ବିବାଦରେ ଫସିଛନ୍ତି। ଏହି କାରଣରୁ ତାଙ୍କ ଉପରେ ଜୋରିମାନା ଲାଗିପାରେ। କର୍ଣ୍ଣାଟକ ବିପକ୍ଷ ଖେଳାଯାଇଥିବା ଫାଇନାଲରେ ଅଶ୍ୱିନ୍ ନିଜ ଟିମ୍ ପକ୍ଷରୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବା ସମୟରେ ବିସିସିଆଇ ଲୋଗୋ ଥିବା ହେଲମେଟ୍ ପିନ୍ଧିଥିଲେ। ମ୍ୟାଚ୍ ରେଫରୀ ଚିନ୍ମୟ ଶର୍ମା ତାଙ୍କ ଉପରେ ଜୋରିମାନା […]

ashwin

ashwin

Ranjit Kumar Jena
  • Published: Friday, 25 October 2019
  • Updated: 25 October 2019, 05:30 PM IST

Sports

Latest News

ବେଙ୍ଗାଲୁରୁ: ବିଜୟ ହଜାରେ ଟ୍ରଫିର ଫାଇନାଲରେ ତାମିଲନାଡୁ ପକ୍ଷରୁ ଖେଳୁଥିବା ଭାରତୀୟ ଟେଷ୍ଟ ଟିମର ନିୟମିତ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଘରୋଇ ମ୍ୟାଚରେ ବିସିସିଆଇର ଲୋଗୋ ବ୍ୟବହାର କରି ବିବାଦରେ ଫସିଛନ୍ତି। ଏହି କାରଣରୁ ତାଙ୍କ ଉପରେ ଜୋରିମାନା ଲାଗିପାରେ। କର୍ଣ୍ଣାଟକ ବିପକ୍ଷ ଖେଳାଯାଇଥିବା ଫାଇନାଲରେ ଅଶ୍ୱିନ୍ ନିଜ ଟିମ୍ ପକ୍ଷରୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବା ସମୟରେ ବିସିସିଆଇ ଲୋଗୋ ଥିବା ହେଲମେଟ୍ ପିନ୍ଧିଥିଲେ।

ମ୍ୟାଚ୍ ରେଫରୀ ଚିନ୍ମୟ ଶର୍ମା ତାଙ୍କ ଉପରେ ଜୋରିମାନା ଲଗାଇପାରନ୍ତି। ବିସିସିଆଇର ଜଣେ କାର୍ଯ୍ୟକାରୀ ଆଇଏଏନଏସକୁ କହିଛନ୍ତି ଯେ ଅଶ୍ୱିନଙ୍କ ଉପରେ ଜୋରିମାନା ଲାଗିବ କି ନାହିଁ, ତାହା ମ୍ୟାଚ୍ ରେଫରୀ ନିଷ୍ପତ୍ତି ନେବେ। କିନ୍ତୁ ନିୟମ ଅନୁଯାୟୀ, ଅଶ୍ୱିନ୍ ବୋର୍ଡର ନିୟମ ଉଲ୍ଲଙ୍ଘନ କରିଛନ୍ତି, ଏଥିପାଇଁ ତାଙ୍କ ଉପରେ ଜୋରିମାନା ଲଗାଯିବା ଦରକାର।

ଅଧିକାରୀ ଜଣକ ଆହୁରି କହିଛନ୍ତି, କିଟ୍ ସମ୍ବନ୍ଧିତ ନିୟମ ଅନୁଯାୟୀ, ଯଦି ଜଣେ ଜାତୀୟ ଟିମର ହେଲମେଟ୍ ଘରୋଇ କ୍ରିକେଟରେ ପିନ୍ଧିବାକୁ ଚାହୁଁଛନ୍ତି, ତାହେଲେ ତାଙ୍କୁ ବିସିସିଆଇର ଲୋଗୋକୁ ଲୁଚାଇବାକୁ ପଡ଼ିବ। ଏ ନେଇ ବାରମ୍ବାର ଖେଳାଳିମାନଙ୍କୁ ଅବଗତ କରାଯାଉଛି। ଏହା ସତ୍ତେ୍ୱ ସେମାନେ ଭୁଲ୍ କରି ବସୁଛନ୍ତି। ଏହି ମ୍ୟାଚରେ ମୟଙ୍କ ଅଗ୍ରୱାଲ୍ ଓ ଲୋକେଶ ରାହୁଲ ମଧ୍ୟ ବିସିସିଆଇ ଲୋଗୋ ଥିବା ହେଲମେଟ୍ ପିନ୍ଧିଥିଲେ, କିନ୍ତୁ ସେମାନେଦ ଟେପ୍ ମାରି ଏହି ଲୋଗୋକୁ ଲୁଚାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story