ଆଇପିଏଲ୍‌-୧୨: ବିରାଟ୍‌ ବାହିନୀ ୭୦ ରନ୍‌ରେ ଅଲଆଉଟ୍‌

ଚେନ୍ନାଇ: ଆଇପିଏଲ୍‌ ୧୨ର ଉଦ୍‌ଘାଟନୀ ମ୍ୟାଚ୍‌ରେ ମାତ୍ର ୭୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି ବିରାଟ୍‌ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଟସ୍‌ ଜିତି ୨୦୧୮ ଆଇପିଏଲ୍‌ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ବିରାଟ୍‌ କୋହଲିଙ୍କ ଆରସିବିକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ତେବେ ସିଏସ୍‌କେର ଦୁଇ ଅଭିଜ୍ଞ ସ୍ପିନର ହରଭଜନ ସିଂହ ଓ ଇମ୍ରାନ୍‌ ତାହିର ଆରସିବିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଆଇପିଏଲ୍‌ ୧୨ର ପ୍ରଥମ ୱିକେଟ୍‌ ହରଭଜନ ସିଂହ ନେଇଥିଲେ। ସେ […]

df

df

Hemant Lenka
  • Published: Saturday, 23 March 2019
  • Updated: 23 March 2019, 09:34 PM IST

Sports

Latest News

ଚେନ୍ନାଇ: ଆଇପିଏଲ୍‌ ୧୨ର ଉଦ୍‌ଘାଟନୀ ମ୍ୟାଚ୍‌ରେ ମାତ୍ର ୭୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି ବିରାଟ୍‌ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଟସ୍‌ ଜିତି ୨୦୧୮ ଆଇପିଏଲ୍‌ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ବିରାଟ୍‌ କୋହଲିଙ୍କ ଆରସିବିକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା।

ତେବେ ସିଏସ୍‌କେର ଦୁଇ ଅଭିଜ୍ଞ ସ୍ପିନର ହରଭଜନ ସିଂହ ଓ ଇମ୍ରାନ୍‌ ତାହିର ଆରସିବିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଆଇପିଏଲ୍‌ ୧୨ର ପ୍ରଥମ ୱିକେଟ୍‌ ହରଭଜନ ସିଂହ ନେଇଥିଲେ। ସେ ନିଜର ଦ୍ୱିତୀୟ ଓଭର୍‌ରେ ଆରସିବି ଅଧିନାୟକ ବିରାଟ୍‌ କୋହଲି (୬)ଙ୍କୁ ଆଉଟ୍‌ କରିଦେଇଥିଲେ। ବିରାଟ୍‌ଙ୍କ ବ୍ୟତୀତ ହରଭଜନ  ଏବି ଡିଭିଲିୟର୍ସ ଓ ମୋଇନ୍‌ ଅଲ୍ଲୀଙ୍କ ୱିକେଟ୍‌ ଦଖଲ କରିଥିଲେ। ଇମ୍ରାନ୍‌ ତାହିର ମଧ୍ୟ ୪ ଓଭର୍‌ରେ ୯ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଛନ୍ତି।

ସେହିପରି ରବୀନ୍ଦ୍ର ଜାଡେଜା ୨ଟି ୱିକେଟ୍‌ ନେଇଥିବା ବେଳେ ଡ୍ୱେନ୍‌ ବ୍ରାଭୋ ଗୋଟିଏ ୱିକେଟ୍‌ ନେଇଛନ୍ତି। ଆରସିବି ପକ୍ଷରୁ ଓପନର ପାର୍ଥିବ ପଟେଲ୍‌ ସର୍ବାଧିକ ୨୯ ରନ୍‌ କରିଥିବା ବେଳେ ଆଉ କୌଣସି ବ୍ୟାଟସ୍‌ମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରନାହାନ୍ତି। ଆରସିବିର ପୂରା ଟିମ୍‌ ୧୭.୧ ଓଭର୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story