ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ, ବାଙ୍ଗାଲୋରକୁ ଫେରିଲେ ମୋଇନ ଅଲୀ ଓ ସିରାଜ

ଦୁବାଇ: ଆଇପିଏଲର ୧୯ତମ ମ୍ୟାଚ୍‌ରେ ଆଜି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ବିରାଟ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବ। ପୂର୍ବ ମ୍ୟାଚ୍‌ରେ ବାଙ୍ଗାଲୋର ପ୍ରତିପକ୍ଷ ରାଜସ୍ଥାନକୁ ପରାସ୍ତ କରିଥିଲା। ସେହିପରି ଦିଲ୍ଲୀ ମଧ୍ୟ ତା’ର ପୂର୍ବ ମ୍ୟାଚ୍‌ରେ କୋଲକାତାକୁ ୧୮ ରନ୍‌ରେ ପରାସ୍ତ କରିଥିଲା। ଏବେ ଉଭୟ ଦଳ ଏହି […]

fg

fg

Hemant Lenka
  • Published: Monday, 05 October 2020
  • Updated: 05 October 2020, 07:12 PM IST

Sports

Latest News

ଦୁବାଇ: ଆଇପିଏଲର ୧୯ତମ ମ୍ୟାଚ୍‌ରେ ଆଜି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ବିରାଟ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବ।

ପୂର୍ବ ମ୍ୟାଚ୍‌ରେ ବାଙ୍ଗାଲୋର ପ୍ରତିପକ୍ଷ ରାଜସ୍ଥାନକୁ ପରାସ୍ତ କରିଥିଲା। ସେହିପରି ଦିଲ୍ଲୀ ମଧ୍ୟ ତା’ର ପୂର୍ବ ମ୍ୟାଚ୍‌ରେ କୋଲକାତାକୁ ୧୮ ରନ୍‌ରେ ପରାସ୍ତ କରିଥିଲା। ଏବେ ଉଭୟ ଦଳ ଏହି ୱିନିଂ ଟ୍ରାକ୍‌କୁ ଆଗକୁ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ବିରାଟ ତାଙ୍କ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛନ୍ତି। ଆଡାମ ଜାମ୍ପାଙ୍କ ବଦଳରେ ଇଂଲିଶ ଅଲରାଉଣ୍ଡର ମୋଇନ ଅଲୀ ଦଳକୁ କମବ୍ୟାକ୍‌ କରିଛନ୍ତି। ସେହିପରି ଗୁରକୀରତ ମାନ୍‌ଙ୍କ ବଦଳରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଛି। ତେବେ ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story