ଧୋନିଙ୍କ ଗ୍ଲୋଭ୍‌ସରେ ସେନାର ପ୍ରତୀକ ଚିହ୍ନକୁ ଆଇସିସିର ବିରୋଧ

ଲଣ୍ଡନ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇସିସି ବଡ଼ ଝଟକା ଦେଇଛି। ଆଇସିସି ଧୋନିଙ୍କ ଗ୍ଲୋଭସରେ ଥିବା ଭାରତୀୟ ପାରା ସ୍ପେଶାଲ୍ ଫୋର୍ସର ପ୍ରତୀକ ଚିହ୍ନକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଆଇସିସି ବିସିସିଆଇକୁ ଅବଗତ କରାଇଛି। ଧୋନି ତୁରନ୍ତ ନିଜ ଗ୍ଲୋଭସରୁ ଏହି ପ୍ରତୀକ ଚିହ୍ନ ହଟାନ୍ତୁ ବୋଲି ଆଇସିସି ବିସିସିଆଇକୁ ଅନୁରୋଧ କରିଛି। ଧୋନି ପାରା ସ୍ପେଶାଲ ଫୋର୍ସକୁ ସମ୍ମାନ ଦେବା […]

Untitled-1

Untitled-1

Hemant Lenka
  • Published: Thursday, 06 June 2019
  • Updated: 06 June 2019, 10:32 PM IST

Sports

Latest News

ଲଣ୍ଡନ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇସିସି ବଡ଼ ଝଟକା ଦେଇଛି। ଆଇସିସି ଧୋନିଙ୍କ ଗ୍ଲୋଭସରେ ଥିବା ଭାରତୀୟ ପାରା ସ୍ପେଶାଲ୍ ଫୋର୍ସର ପ୍ରତୀକ ଚିହ୍ନକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଆଇସିସି ବିସିସିଆଇକୁ ଅବଗତ କରାଇଛି। ଧୋନି ତୁରନ୍ତ ନିଜ ଗ୍ଲୋଭସରୁ ଏହି ପ୍ରତୀକ ଚିହ୍ନ ହଟାନ୍ତୁ ବୋଲି ଆଇସିସି ବିସିସିଆଇକୁ ଅନୁରୋଧ କରିଛି।

ଧୋନି ପାରା ସ୍ପେଶାଲ ଫୋର୍ସକୁ ସମ୍ମାନ ଦେବା ପାଇଁ ଏହି ଉପାୟ ଆପଣାଇଥିଲେ। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଧୋନି "ବଳିଦାନ ବ୍ୟାଜ୍" ପ୍ରତୀକ ଚିହ୍ନ ଥିବା ଗ୍ଲୋଭସ ପିନ୍ଧିଥିଲେ। କିନ୍ତୁ ଏବେ ଆଇସିସିର କହିବା ପରେ ତାଙ୍କୁ ଏହି ବ୍ୟାଜ୍ ହଟାଇବାକୁ ପଡ଼ିବ।

ଧୋନିଙ୍କ ଗ୍ଲୋଭସରେ ଥିବା ଏହି ପ୍ରତୀକ ଚିହ୍ନକୁ ସମସ୍ତେ ବ୍ୟବହାର କରିପାରିବେ ନାହିଁ। ଏହାକୁ କେବଳ ପାରା-କମାଣ୍ଡୋ ହିଁ ବ୍ୟବହାର କରିପାରିବେ। ଏହାକୁ "ବଳିଦାନ ବ୍ୟାଜ୍" କୁହାଯାଉଛି। ସାଉଥାମ୍ପଟନରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଧୋନିଙ୍କ ୱିକେଟକିପିଙ୍ଗ୍ ଏହି ଗ୍ଲୋଭସ ଉପରେ ପ୍ରଶଂସକଙ୍କ ନଜର ପଡ଼ିଥିଲା ଏବଂ ଏହା ପରେ ଏହି ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story