ସମ୍ମାନ ଉପାର୍ଜନ କରାଯାଏ,ଦାବିରେ ନୁହେଁ: ସୁଶୀଲ କୁମାର

ନୂଆଦିଲ୍ଲୀ: “ସମ୍ମାନକୁ ଉପାର୍ଜନ କରାଯାଇଥାଏ। ଏହାକୁ ଦାବି କରି ହାସଲ କରାଯାଇ ନ ଥାଏ।” ରିଓ ଅଲିମ୍ପିକ୍‌ ପୂର୍ବରୁ ରବିବାର ଡୋପିଂ ଟେଷ୍ଟରେ କୁସ୍ତିଯୋଦ୍ଧା ନରସିଂହ ଯାଦବ ବିଫଳ ହେବା ପରେ ଏହା କହିଛନ୍ତି ଅଲିମ୍ପିକ୍‌ରେ ୨ ଥର ମେଡାଲ ଜିତିଥିବା ସୁଶୀଲ କୁମାର। ସେ ସୋସିଆଲ୍‌ ମିଡିଆରେ ନରସିଂହ ଯାଦବ ଡୋପିଂ ଟେଷ୍ଟରେ ବିଫଳ ହେବା ପରେ ତାଙ୍କ ନାଁ ନେଇ କୌଣସି ମନ୍ତବ୍ୟ ଦେଇ ନ ଥିଲେ ମଧ୍ୟ ଏହି ବାର୍ତ୍ତା ଦେଇଛନ୍ତି। ରିଓରେ […]

sushil kumar

sushil kumar

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 06:07 PM IST

ନୂଆଦିଲ୍ଲୀ: “ସମ୍ମାନକୁ ଉପାର୍ଜନ କରାଯାଇଥାଏ। ଏହାକୁ ଦାବି କରି ହାସଲ କରାଯାଇ ନ ଥାଏ।” ରିଓ ଅଲିମ୍ପିକ୍‌ ପୂର୍ବରୁ ରବିବାର ଡୋପିଂ ଟେଷ୍ଟରେ କୁସ୍ତିଯୋଦ୍ଧା ନରସିଂହ ଯାଦବ ବିଫଳ ହେବା ପରେ ଏହା କହିଛନ୍ତି ଅଲିମ୍ପିକ୍‌ରେ ୨ ଥର ମେଡାଲ ଜିତିଥିବା ସୁଶୀଲ କୁମାର। ସେ ସୋସିଆଲ୍‌ ମିଡିଆରେ ନରସିଂହ ଯାଦବ ଡୋପିଂ ଟେଷ୍ଟରେ ବିଫଳ ହେବା ପରେ ତାଙ୍କ ନାଁ ନେଇ କୌଣସି ମନ୍ତବ୍ୟ ଦେଇ ନ ଥିଲେ ମଧ୍ୟ ଏହି ବାର୍ତ୍ତା ଦେଇଛନ୍ତି।

ରିଓରେ ଭାଗ ନେବାକୁ ଥିବା ନରସିଂହଙ୍କର ‘ଏ’ ରିପୋର୍ଟ ପ୍ରଥମେ ପଜିଟିଭ୍‌ ଆସିଥିବା ବେଳେ ‘ବି’ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା। ଏନେଇ ନାଡାର ସାଧାରଣ ନିର୍ଦ୍ଦେଶକ ସୂଚନା ଦେଇଥିଲେ। ଏହାସହ ଗତକାଲି ନାଡାର ଶୃଙ୍ଖଳାଗତ ପ୍ୟାନେଲ ନିକଟରେ ଉପସ୍ଥିତ ହୋଇଥିଲେ ଯାଦବ। ଏହାପରେ ତାଙ୍କ ଅଧିସ୍ୱୀକୃତିକୁ ସ୍ଥଗିତ ରଖାଯାଇଛି।

ସୂଚନାଯୋଗ୍ୟ, ଏହି ୨୬ ବର୍ଷୀୟ କୁସ୍ତି ଯୋଦ୍ଧା ଜଣକ ରିଓ ଅଲିମ୍ପିକ୍‌ରେ ୭୪ କେଜି ଫ୍ରି ଷ୍ଟାଇଲ ବର୍ଗରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story