ୟୁଥ ଟେଷ୍ଟ ସିରିଜ୍ ପୋଛିନେଲା ଭାରତ

ଥିରୁଅନନ୍ତପୁରମ୍: ରେକ୍ସ ସିଂହ ଓ ଅଂଶୁଲ କାମ୍ବୋଜଙ୍କ ସଫଳ ବୋଲିଂ ବଳରେ ଭାରତୀୟ ଅଣ୍ଡର-୧୯ ଟିମ୍ ଦ୍ୱିତୀୟ ୟୁଥ୍ ଟେଷ୍ଟରେ ସାଉଥ୍ ଆଫ୍ରିକାକୁ ଇନିଂସ୍ ଓ ୧୫୮ ରନରେ ହରାଇ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଲିନସ୍ୱିପ୍ କରିନେଇଛି । ସାଉଥ୍ ଆଫ୍ରିକା ପ୍ରଥମ ଇନିଂସରେ ୧୫୨ ରନ୍ କରିଥିବା ବେଳେ ମ୍ୟାନ ଅଫ୍ ଦି ମ୍ୟାଚ୍ ଯଶସ୍ୱୀ ଜୈସୱାଲ (୧୭୩) ଓ ବୈଭବ କାନ୍ଦପାଲ (୧୨୦)ଙ୍କ ଶତକ ବଳରେ ଭାରତ ୩୯୫ ରନ୍ କରି ୧୪୩ ରନର […]

u-19

u-19

Hemant Lenka
  • Published: Thursday, 28 February 2019
  • Updated: 28 February 2019, 08:55 PM IST

Sports

Latest News

ଥିରୁଅନନ୍ତପୁରମ୍: ରେକ୍ସ ସିଂହ ଓ ଅଂଶୁଲ କାମ୍ବୋଜଙ୍କ ସଫଳ ବୋଲିଂ ବଳରେ ଭାରତୀୟ ଅଣ୍ଡର-୧୯ ଟିମ୍ ଦ୍ୱିତୀୟ ୟୁଥ୍ ଟେଷ୍ଟରେ ସାଉଥ୍ ଆଫ୍ରିକାକୁ ଇନିଂସ୍ ଓ ୧୫୮ ରନରେ ହରାଇ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଲିନସ୍ୱିପ୍ କରିନେଇଛି ।

ସାଉଥ୍ ଆଫ୍ରିକା ପ୍ରଥମ ଇନିଂସରେ ୧୫୨ ରନ୍ କରିଥିବା ବେଳେ ମ୍ୟାନ ଅଫ୍ ଦି ମ୍ୟାଚ୍ ଯଶସ୍ୱୀ ଜୈସୱାଲ (୧୭୩) ଓ ବୈଭବ କାନ୍ଦପାଲ (୧୨୦)ଙ୍କ ଶତକ ବଳରେ ଭାରତ ୩୯୫ ରନ୍ କରି ୧୪୩ ରନର ଅଗ୍ରଣୀ ହାସଲ କରିଥିଲା । ସାଉଥ ଆଫ୍ରିକା ଦ୍ୱିତୀୟ ଇନିଂସରେ ମାତ୍ର ୮୫ ରନରେ ଅଲ୍ ଆଉଟ୍ ହୋଇଥିଲା ।

ଗୁରୁବାର ସାଉଥ୍ ଆଫ୍ରିକା ୨ ୱିକେଟରେ ୫୦ ରନରୁ ଖେଳ ଆରମ୍ଭ କରିଥିଲା ଏବଂ ୨୫ ଓଭରରେ ୩୫ ରନ୍ ଭିତରେ ବାକି ୮ ୱିକେଟ୍ ହରାଇ ବସିଥିଲା । ଆଣ୍ଡିଲେ ମୋକଗାକାନେ (୧୫) ପ୍ରଥମ ଖେଳାଳି ଭାବେ ଆଜି ଆଉଟ୍ ହୋଇଥିଲେ । ଅଧିନାୟକ ମାଥ୍ୟୁ ମଣ୍ଟଗୋମେରି (୩୬) ଆଉ ଦୁଇ ରନ୍ ଯୋଡ଼ି ପ୍ୟାଭିଲିୟନ୍ ଫେରିଥିଲେ । ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ରେକ୍ସ ୪ଟି ଓ କାମ୍ବୋଜ ୩ଟି ୱିକେଟ୍ ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story