ଜିମ୍ନାଷ୍ଟିକର ସମସ୍ତ ୫ଟି କ୍ୱାଲିଫିକେସନ୍ ସବ୍ଡିଭିଜନ୍ ଶେଷ ହେବା ପରେ ଦୀପା ଇଣ୍ଡିଭିଜୁଆଲ୍ ଭୋଲ୍ଟ ଇଭେଣ୍ଟରେ ଅଷ୍ଟମ ସ୍ଥାନରେ ରହି ଫାଇନାଲ୍କୁ ଉନ୍ନୀତ ହୋଇଥିଲେ।
୨୦୧୪ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ ଭାବେ ପଦକ ଜିତିଥିଲେ।
ରିଓ ଡି ଜେନେରିଓ: ଜିମ୍ନାଷ୍ଟିକ୍ରେ ଇତିହାସ ରଚିଲେ ଦୀପା କର୍ମାକର। ସେ ପ୍ରଥମ ଭାରତୀୟ ଜିମ୍ନାଷ୍ଟ ଭାବେ ଅଲିମ୍ପିକ୍ର ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୫୨ ବର୍ଷ ପରେ ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ ଭାବେ ସେ ଅଲିମ୍ପିକ୍ରେ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଥରରେ ହିଁ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଜିମ୍ନାଷ୍ଟିକର ସମସ୍ତ ୫ଟି କ୍ୱାଲିଫିକେସନ୍ ସବ୍ଡିଭିଜନ୍ ଶେଷ ହେବା ପରେ ଦୀପା ଇଣ୍ଡିଭିଜୁଆଲ୍ ଭୋଲ୍ଟ ଇଭେଣ୍ଟରେ ଅଷ୍ଟମ ସ୍ଥାନରେ ରହି ଫାଇନାଲ୍କୁ ଉନ୍ନୀତ ହୋଇଥିଲେ। […]
deepa karmakr