ରିଓ ଅଲିମ୍ପିକ୍‌: ଆସନ୍ତାକାଲି ଟ୍ରାକ୍‌କୁ ଓହ୍ଲାଇବେ ଦୂତୀ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜିଠାରୁ ଆରମ୍ଭ ହେଉଛି ଦୌଡ଼କୁଦ ପ୍ରତିଯୋଗିତା। ଭାରତୀୟ ସମୟ ଅନୁସାରେ ଆସନ୍ତାକାଲି ସକାଳେ ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ମହିଳା ୧୦୦ ମିଟର ହିଟ୍ସରେ ଭାଗ ନେବେ ସେ। ଏଥିରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ‘ଓଟିଭି’କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।