ରିଓ ଅଲିମ୍ପିକ୍: ଅଭିନବ ବିନ୍ଦ୍ରା ଓ ଗଗନ ନାରଙ୍ଗଙ୍କ ଉପରେ ନଜର

ରିଓ ଡି ଜେନେରିଓ: ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଏବଂ ଜିମ୍ନାଷ୍ଟ ଦୀପା କର୍ମାକରଙ୍କୁ ବାଦ୍ ଦେଲେ ବର୍ତ୍ତମାନ ସୁଦ୍ଧା ରିଓ ଅଲିମ୍ପିକ୍‌ରେ ଭାରତର ପ୍ରଦର୍ଶନ ନିରାଶଜନକ ରହିଛି। ତେବେ ଆଜି ରିଓରୁ ଭାରତ ପାଇଁ କିଛି ଖୁସି ଖବର ଆସିପାରେ ବୋଲି ଆଶା କରାଯାଉଛି। କାରଣ ଆଜି ମଇଦାନକୁ ଓହ୍ଲାଇବେ ବନ୍ଧୁକ ଚାଳକ ଅଭିନବ ବିନ୍ଦ୍ରା ଓ ଗଗନ ନାରଙ୍ଗ। ବିଶ୍ୱର ଜଣେ ଉତ୍ତମ ବନ୍ଧୁକ ଚାଳକ ଭାବେ ଅଭିନବ ବିନ୍ଦ୍ରାଙ୍କର ପରିଚିତି […]

abhinab bindra

abhinab bindra

Rakesh Mallick
  • Published: Monday, 08 August 2016
  • Updated: 08 August 2016, 11:39 AM IST

Sports

Latest News

abhinab bindraରିଓ ଡି ଜେନେରିଓ: ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଏବଂ ଜିମ୍ନାଷ୍ଟ ଦୀପା କର୍ମାକରଙ୍କୁ ବାଦ୍ ଦେଲେ ବର୍ତ୍ତମାନ ସୁଦ୍ଧା ରିଓ ଅଲିମ୍ପିକ୍‌ରେ ଭାରତର ପ୍ରଦର୍ଶନ ନିରାଶଜନକ ରହିଛି। ତେବେ ଆଜି ରିଓରୁ ଭାରତ ପାଇଁ କିଛି ଖୁସି ଖବର ଆସିପାରେ ବୋଲି ଆଶା କରାଯାଉଛି। କାରଣ ଆଜି ମଇଦାନକୁ ଓହ୍ଲାଇବେ ବନ୍ଧୁକ ଚାଳକ ଅଭିନବ ବିନ୍ଦ୍ରା ଓ ଗଗନ ନାରଙ୍ଗ। ବିଶ୍ୱର ଜଣେ ଉତ୍ତମ ବନ୍ଧୁକ ଚାଳକ ଭାବେ ଅଭିନବ ବିନ୍ଦ୍ରାଙ୍କର ପରିଚିତି ରହିଛି। ସେ ବେଜିଂ ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଥିଲେ। ଅନ୍ୟପକ୍ଷରେ ଲଣ୍ଡନ ଅଲିମ୍ପିକ୍‌ରେ ଗଗନ ନାରଙ୍ଗ ୧୦ ମିଟର ଏୟାର ରାଇଫଲ୍‌ରେ ବ୍ରୋଞ୍ଜ ପଦକ ଜିତି ଥିଲେ। ଏଣୁ ଏ ଦୁଇ ଜଣ ରିଓ ଅଲିମ୍ପିକ୍‌ରେ ମଧ୍ୟ ପଦକ ଦାବିଦାର ରହିଛନ୍ତି।

ଆଜି ଏ ଦୁଇ ବନ୍ଧୁକ ଚାଳକଙ୍କ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ସାଢ଼େ ୫ଟାରୁ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos