ରିଓ ଅଲିମ୍ପିକ୍: ଆର୍ଜେଣ୍ଟିନା ଠାରୁ ୫-୦ରେ ହାରିଲା ଭାରତୀୟ ମହିଳା ହକି ଦଳ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଭାରତୀୟ ମହିଳା ହକି ଦଳ ଆଜି ଆର୍ଜେଣ୍ଟିନା ଠାରୁ ୫-୦ ଗୋଲରେ ହାରି ଯାଇଛି। ଏହା ସହିତ ଗ୍ରୁପ୍ ‘ବି’ରେ ନିମ୍ନରେ ରହି ଅଭିଯାନ ଶେଷ କରିଛି ଦଳ। ଦଳ ମାତ୍ର ୧ ପଏଣ୍ଟ ପାଇବାରେ ସମର୍ଥ ହୋଇଛି। ୩୬ ବର୍ଷ ପରେ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ମହିଳା ହକି ଟିମ୍‌ କେବଳ ପ୍ରଥମ ମ୍ୟାଚ୍‌ଟିକୁ ଡ୍ର’ ରଖିଥିଲା। ପରବର୍ତ୍ତୀ ସମସ୍ତ ମ୍ୟାଚ୍‌ରେ ଦଳ ହାରି […]

india

india

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 08:47 PM IST

Sports

Latest News

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଭାରତୀୟ ମହିଳା ହକି ଦଳ ଆଜି ଆର୍ଜେଣ୍ଟିନା ଠାରୁ ୫-୦ ଗୋଲରେ ହାରି ଯାଇଛି। ଏହା ସହିତ ଗ୍ରୁପ୍ ‘ବି’ରେ ନିମ୍ନରେ ରହି ଅଭିଯାନ ଶେଷ କରିଛି ଦଳ। ଦଳ ମାତ୍ର ୧ ପଏଣ୍ଟ ପାଇବାରେ ସମର୍ଥ ହୋଇଛି।

୩୬ ବର୍ଷ ପରେ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ମହିଳା ହକି ଟିମ୍‌ କେବଳ ପ୍ରଥମ ମ୍ୟାଚ୍‌ଟିକୁ ଡ୍ର’ ରଖିଥିଲା। ପରବର୍ତ୍ତୀ ସମସ୍ତ ମ୍ୟାଚ୍‌ରେ ଦଳ ହାରି ଥିଲା। ଜାପାନ ବିପକ୍ଷ ମ୍ୟାଚ୍‌କୁ ଦଳ ୨-୨ରେ ଡ୍ର’ ରଖିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଦଳ ବ୍ରିଟେନ୍ ଠାରୁ ୩-୦ରେ ଓ ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ୬-୧ରେ ହାରି ଥିଲା।  ଚତୁର୍ଥ ମ୍ୟାଚ୍‌ରେ ଦଳ ଆମେରିକା ଠାରୁ ୩-୦ରେ ହାରି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story