ରିଓ ଅଲିମ୍ପିକ୍‌: ୫୦ ମିଟର ପିସ୍ତଲ ଯୋଗ୍ୟତା ଅର୍ଜନରୁ ଜିତୁ ଓ ପ୍ରକାଶ ବାଦ୍‌

ରିଓ ଡି ଜେନେରିଓ: ୫୦ ମିଟର ପିସ୍ତଲ ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ୧୨ତମ ଓ ୫୦ ତମ ସ୍ଥାନରେ ରହି ଆଜି ପ୍ରତିଯୋଗିତାରୁ ବାଦ୍‌ ପଡିଛନ୍ତି ଭାରତୀୟ ସୁଟର ଜିତୁ ରାୟ ଓ ପ୍ରକାଶ ନଜାପ୍ପା।

ଜିତୁ ରାୟ ଯୋଗ୍ୟତା ପର୍ଯ୍ୟୟରେ ୯୨, ୯୫, ୯୦, ୯୪, ୯୫ ଓ ୮୮ ସହ ମୋଟ୍‌ ୫୫୪ ସ୍କୋର କରିଥିଲେ।

ପ୍ରକାଶ ନଜପ୍ପା ୬ ଟିକିଆ ଯୋଗ୍ୟତା ଅର୍ଜନ ସିରିଜ୍‌ରେ ମୋଟ ୫୪୭ ସ୍କୋର କରିପାରିଥିଲେ।

୫୬୭ ସ୍କୋର ସହ ଦକ୍ଷିଣ କୋରିଆର ଜେ.ଜିନ୍‌ ପ୍ରଥମ ସ୍ଥାନରେ, ୫୬୨ ସ୍କୋର ସହ ଚୀନ୍‌ର ୱେଇ ପେଙ୍ଗ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୫୬୨ ସ୍କୋର ସହ ତୃତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣ କୋରିଆର ଏସ୍‌.ହାନ୍‌।

ଆହୁରି ପଢ଼ନ୍ତୁ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା