ରିଓ ଅଲିମ୍ପିକ୍‌: ୫୦ ମିଟର ପିସ୍ତଲ ଯୋଗ୍ୟତା ଅର୍ଜନରୁ ଜିତୁ ଓ ପ୍ରକାଶ ବାଦ୍‌

ରିଓ ଡି ଜେନେରିଓ: ୫୦ ମିଟର ପିସ୍ତଲ ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ୧୨ତମ ଓ ୫୦ ତମ ସ୍ଥାନରେ ରହି ଆଜି ପ୍ରତିଯୋଗିତାରୁ ବାଦ୍‌ ପଡିଛନ୍ତି ଭାରତୀୟ ସୁଟର ଜିତୁ ରାୟ ଓ ପ୍ରକାଶ ନଜାପ୍ପା। ଜିତୁ ରାୟ ଯୋଗ୍ୟତା ପର୍ଯ୍ୟୟରେ ୯୨, ୯୫, ୯୦, ୯୪, ୯୫ ଓ ୮୮ ସହ ମୋଟ୍‌ ୫୫୪ ସ୍କୋର କରିଥିଲେ। ପ୍ରକାଶ ନଜପ୍ପା ୬ ଟିକିଆ ଯୋଗ୍ୟତା ଅର୍ଜନ ସିରିଜ୍‌ରେ ମୋଟ ୫୪୭ ସ୍କୋର କରିପାରିଥିଲେ। ୫୬୭ ସ୍କୋର […]

Rio Olympic

Rio Olympic

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 09:26 PM IST

Sports

Latest News

ରିଓ ଡି ଜେନେରିଓ: ୫୦ ମିଟର ପିସ୍ତଲ ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ୧୨ତମ ଓ ୫୦ ତମ ସ୍ଥାନରେ ରହି ଆଜି ପ୍ରତିଯୋଗିତାରୁ ବାଦ୍‌ ପଡିଛନ୍ତି ଭାରତୀୟ ସୁଟର ଜିତୁ ରାୟ ଓ ପ୍ରକାଶ ନଜାପ୍ପା।

ଜିତୁ ରାୟ ଯୋଗ୍ୟତା ପର୍ଯ୍ୟୟରେ ୯୨, ୯୫, ୯୦, ୯୪, ୯୫ ଓ ୮୮ ସହ ମୋଟ୍‌ ୫୫୪ ସ୍କୋର କରିଥିଲେ।

ପ୍ରକାଶ ନଜପ୍ପା ୬ ଟିକିଆ ଯୋଗ୍ୟତା ଅର୍ଜନ ସିରିଜ୍‌ରେ ମୋଟ ୫୪୭ ସ୍କୋର କରିପାରିଥିଲେ।

୫୬୭ ସ୍କୋର ସହ ଦକ୍ଷିଣ କୋରିଆର ଜେ.ଜିନ୍‌ ପ୍ରଥମ ସ୍ଥାନରେ, ୫୬୨ ସ୍କୋର ସହ ଚୀନ୍‌ର ୱେଇ ପେଙ୍ଗ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୫୬୨ ସ୍କୋର ସହ ତୃତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣ କୋରିଆର ଏସ୍‌.ହାନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story