ରିଓ ଅଲିମ୍ପିକ୍‌: ପ୍ରଥମ ମ୍ୟାଚ୍ ଜିତିଲେ କେ.ଶ୍ରୀକାନ୍ତ

ରିଓ ଡି ଜେନେରିଓ: ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗରେ ଭାରତର କେ. ଶ୍ରୀକାନ୍ତ ତାଙ୍କର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ମେକ୍ସିକୋର ଲିନୋ ମୁନୋଜଙ୍କୁ ୨୧-୧୧, ୨୧-୧୭ରେ ପରାସ୍ତ କରିଛନ୍ତି। ତାଙ୍କ ପୂର୍ବରୁ ମହିଳା ଏକକ ବର୍ଗରେ ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ସାଇନା ନେହୱାଲ୍ ଓ ପି.ଭି ସିନ୍ଧୁ ସେମାନଙ୍କର ପ୍ରଥମ ମ୍ୟାଚ୍‌ ଜିତି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ।

k.srikant

k.srikant

Rakesh Mallick
  • Published: Friday, 12 August 2016
  • Updated: 12 August 2016, 08:55 AM IST

k.srikantରିଓ ଡି ଜେନେରିଓ: ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗରେ ଭାରତର କେ. ଶ୍ରୀକାନ୍ତ ତାଙ୍କର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ମେକ୍ସିକୋର ଲିନୋ ମୁନୋଜଙ୍କୁ ୨୧-୧୧, ୨୧-୧୭ରେ ପରାସ୍ତ କରିଛନ୍ତି।

ତାଙ୍କ ପୂର୍ବରୁ ମହିଳା ଏକକ ବର୍ଗରେ ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ସାଇନା ନେହୱାଲ୍ ଓ ପି.ଭି ସିନ୍ଧୁ ସେମାନଙ୍କର ପ୍ରଥମ ମ୍ୟାଚ୍‌ ଜିତି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story