ରିଓ ଅଲିମ୍ପିକ୍‌: ସଟ୍‌ପୁଟ୍‌ରେ ଯୋଗ୍ୟତା ଅର୍ଜନ କରିପାରିଲେନି ମନ୍‌ପ୍ରୀତ

ରିଓ ଡି ଜେନେରିଓ: ମହିଳା ସଟ୍‌ପୁଟ୍‌ର ଫାଇନାଲ ପର୍ଯ୍ୟାୟ ପାଇଁ ଭାରତର ମନ୍‌ପ୍ରୀତ କୌର ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି। ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ୨୩ ତମ ସ୍ଥାନରେ ରହି ମନ୍‌ପ୍ରୀତ ପ୍ରତିଯୋଗିତାରୁ ବାଦ ପଡିଛନ୍ତି। ଗ୍ରୁପ୍‌ ‘ବି’ର ଏହି ପ୍ରତିଯୋଗିତାରେ ଯୋଗ୍ୟତା ଅର୍ଜନ ପାଇଁ ୧୮.୪୦ ମିଟର ଦୂରତା ରଖାଯାଇଥିଲା। ପ୍ରଥମ ଚେଷ୍ଟାରେ ମନ୍‌ପ୍ରୀତ ୧୬.୭୬ ମିଟର ଓ ଦ୍ୱିତୀୟ ଚେଷ୍ଟାରେ ୧୭.୦୬ ମିଟର ସ୍କୋର କରିଥିଲେ। ହେଲେ ଶେଷ ପ୍ରୟାସରେ ସେ ୧୬.୭୬ […]

manpreet

manpreet

Rakesh Mallick
  • Published: Friday, 12 August 2016
  • Updated: 12 August 2016, 10:08 PM IST

Sports

Latest News

ରିଓ ଡି ଜେନେରିଓ: ମହିଳା ସଟ୍‌ପୁଟ୍‌ର ଫାଇନାଲ ପର୍ଯ୍ୟାୟ ପାଇଁ ଭାରତର ମନ୍‌ପ୍ରୀତ କୌର ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି। ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ୨୩ ତମ ସ୍ଥାନରେ ରହି ମନ୍‌ପ୍ରୀତ ପ୍ରତିଯୋଗିତାରୁ ବାଦ ପଡିଛନ୍ତି।

ଗ୍ରୁପ୍‌ ‘ବି’ର ଏହି ପ୍ରତିଯୋଗିତାରେ ଯୋଗ୍ୟତା ଅର୍ଜନ ପାଇଁ ୧୮.୪୦ ମିଟର ଦୂରତା ରଖାଯାଇଥିଲା। ପ୍ରଥମ ଚେଷ୍ଟାରେ ମନ୍‌ପ୍ରୀତ ୧୬.୭୬ ମିଟର ଓ ଦ୍ୱିତୀୟ ଚେଷ୍ଟାରେ ୧୭.୦୬ ମିଟର ସ୍କୋର କରିଥିଲେ। ହେଲେ ଶେଷ ପ୍ରୟାସରେ ସେ ୧୬.୭୬ ମିଟର ସ୍କୋର କରିଥିଲେ, ଯାହା ଯୋଗ୍ୟତା ଅର୍ଜନ ପାଇଁ ଯଥେଷ୍ଟ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story