ଷ୍ଟମ୍ପ ପଛରେ ଏମିତି କଥା କହିଲେ ପନ୍ତ, ଭିଡିଓ ହେଲା ଭାଇରାଲ

ଚେନ୍ନାଇ: ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଇଂଲଣ୍ଡ ଦମଦାର ବ୍ୟାଟିଂ କରିଥିଲେ ହେଁ ୱିକେଟ କିପର ଋଷଭ ପନ୍ତଙ୍କ ମଜାଳିଆ କଥାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜୋ ରୁଟ ଓ ଡମ ସିବଲେ ଦମଦାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଦିସବର ଶେଷ ଓଭର ଯାଏ ୱିକେଟ ଦେଇ ନଥିଲେ। ତେବେ ବୋଲରଙ୍କ ମନୋବଳ ବୃଦ୍ଧି କରିବା ପାଇଁ […]

cda

cda

Hemant Lenka
  • Published: Friday, 05 February 2021
  • Updated: 05 February 2021, 06:08 PM IST

ଚେନ୍ନାଇ: ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଇଂଲଣ୍ଡ ଦମଦାର ବ୍ୟାଟିଂ କରିଥିଲେ ହେଁ ୱିକେଟ କିପର ଋଷଭ ପନ୍ତଙ୍କ ମଜାଳିଆ କଥାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜୋ ରୁଟ ଓ ଡମ ସିବଲେ ଦମଦାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଦିସବର ଶେଷ ଓଭର ଯାଏ ୱିକେଟ ଦେଇ ନଥିଲେ। ତେବେ ବୋଲରଙ୍କ ମନୋବଳ ବୃଦ୍ଧି କରିବା ପାଇଁ ପନ୍ତ ମଜାଳିଆ କଥା ସବୁ କହି ଉତ୍ସାହିତ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ଇନିଂସର ୭୦ତମ ଓଭର୍‌ରେ ସ୍ପିନର ୱାଶିଂଟନ ସୁନ୍ଦର ବ୍ୟାଟସମ୍ୟାନ ସିବଲେଙ୍କୁ ବୋଲିଂ କରିଥିଲେ। ଏହି ସମୟରେ ପନ୍ତ ଗୋଟିଏ ଚମତ୍କାର ଓ ମଜାଳିଆ କଥା କହିଥିଲେ। ୱାଶିଂଟନ ସୁନ୍ଦର ବଲ ପକାଇବା ପରେ ପନ୍ତ କହିଥିଲେ ଯେ “ମୋ ନାଁ ୱାଶିଂଟନ ସୁନ୍ଦର। ମୋତେ ଯିବାକୁ ଅଛି ଡିସି।”

ପନ୍ତଙ୍କ ଏହି କଥା ଶୁଣି କ୍ରିକେଟ ଫ୍ୟାନମାନେ କିଛି ବି ବୁଝି ପାରିନାହାନ୍ତି। ତଥାପି ଏହି ଘଟଣାର ଭିଡିଓକୁ ସେମାନେ ସୋଶାଲ ମିଡିଆରେ ଶେୟାର କରିବାରେ ଲାଗିଛନ୍ତି। ସେହିପରି ପନ୍ତଙ୍କ କଥା ଶୁଣି ସ୍ଲିପରେ ଫିଲ୍ଡିଂ କରିଥିବା ଉପ ଅଧିନାୟକ ଅଜିଙ୍କ୍ୟ ରାହଣେ ମଧ୍ୟ ସ୍ମିତ ହାସ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story