ପନ୍ତ ଖେଳିଲେ ବିସ୍ଫୋରକ ଇନିଂସ, ରାହୁଲଙ୍କ ଫର୍ମରେ ସାମାନ୍ୟ ଉନ୍ନତି

ଥିରୁଭନନ୍ତପୁରମ: ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ପ୍ରଥମ ମ୍ୟାଚ୍‌ରେ ଫ୍ଲପ୍‌ ହୋଇଥିବା କେଏଲ୍‌ ରାହୁଲ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ସାମାନ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଇଣ୍ଡିଆ ଏ’ ପକ୍ଷରୁ ଖେଳୁଥିବା ରାହୁଲ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ୪୨ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଏଥିପାଇଁ ରାହୁଲ ୭୭ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଟେଷ୍ଟ ଟିମ୍‌ ୱିକେଟ୍‌ କିପର ରିଷଭ ପନ୍ତ ଏହି ଅନ୍‌ ଅଫିସିଆଲ୍‌ ମ୍ୟାଚ୍‌ରେ ବିସ୍ଫୋରକ ୭୭ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଛନ୍ତି। […]

ii

ii

Hemant Lenka
  • Published: Tuesday, 29 January 2019
  • Updated: 29 January 2019, 09:58 PM IST

Sports

Latest News

ଥିରୁଭନନ୍ତପୁରମ: ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ପ୍ରଥମ ମ୍ୟାଚ୍‌ରେ ଫ୍ଲପ୍‌ ହୋଇଥିବା କେଏଲ୍‌ ରାହୁଲ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ସାମାନ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଇଣ୍ଡିଆ ଏ’ ପକ୍ଷରୁ ଖେଳୁଥିବା ରାହୁଲ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ୪୨ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଏଥିପାଇଁ ରାହୁଲ ୭୭ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଟେଷ୍ଟ ଟିମ୍‌ ୱିକେଟ୍‌ କିପର ରିଷଭ ପନ୍ତ ଏହି ଅନ୍‌ ଅଫିସିଆଲ୍‌ ମ୍ୟାଚ୍‌ରେ ବିସ୍ଫୋରକ ୭୭ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଛନ୍ତି। ପନ୍ତଙ୍କ ୭୭ ରନ୍‌ ଓ ଦୀପକ ହୁଡାଙ୍କ ଅପରାଜିତ ୪୭ ରନ୍‌ ବଳରେ ଇଣ୍ଡିଆ ଏ’ ଇଂଲଣ୍ଡ ଲାୟନ୍ସଙ୍କୁ ୪ର୍ଥ ଦିନିକିଆରେ ୬ ୱିକେଟରେ ପରାସ୍ତ କରିଛି।

ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଲାୟନ୍ସ ଓଲେ ପୋପଙ୍କ ୬୫ ଓ ଷ୍ଟିଭେନ୍‌ ମୁଲାନୀଙ୍କ ୫୮ ରନ୍‌ ବଲ୍‌ରେ ୮ ୱିକେଟ୍‌ ହରାଇ ୨୨୧ ରନ୍‌ କରିଥିଲା। ଭାରତ ଏ’ ପକ୍ଷରୁ ଶର୍ଦ୍ଦୁଲ ଠାକୁର ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ରାହୁଲ ଚହର ୨ଟି ଓ ଆଭେଶ ଖାନ୍‌ ଗୋଟିଏ ୱିକେଟ୍‌ ନେଇଥିଲେ। ପୋପ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲୟନ୍‌ ଫେରିଥିଲେ।

୨୨୨ ରନ୍‌ର ଟାର୍ଗେଟର ପିଛା କରୁଥିବା ଇଣ୍ଡିଆ ଏ’ ୮ ରନ୍‌ରେ ଓପନ୍‌ର ଋତୁରାଜ ଗାଏକ୍ୱାଡ(୦)ଙ୍କୁ ହରାଇଥିଲା। ଏହାପରେ ରାହୁଲ ଓ ରିକି ଭୁହି ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୬୭ ରନ୍‌ରେ ପହଞ୍ଚାଇଥିଲେ। ରିକି ୩୫ ରନ୍‌ କରି ଆଉଟ୍‌ ହେବା ପରେ ଅଧିନାୟକ ଅଙ୍କିତ ବାୱେନ୍‌ ୧୨ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ।

ପରେ ଅପେକ୍ଷାକୃତ ଉନ୍ନତ ଫର୍ମରେ ଥିବା ରାହୁଲ ୪୨ ରନ୍‌ କରି ବ୍ୟାଟିଂ କରୁଥିବା ବେଳେ ୱିଲ୍‌ ଜ୍ୟାକ୍ସଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। କିନ୍ତୁ ୫ମ ୱିକେଟ୍‌ ପାଇଁ ପନ୍ତ ଓ ଦୀପକ ହୁଡା ଦଳକୁ ଆଉ କୌଣସି କ୍ଷତି ହେବାକୁ ନ ଦେଇ ୪୬.୩ ଓଭର୍‌ରେ ବିଜୟର ମୁଣ୍ଡି ମାରିଥିଲେ। ଉଭୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story