ସେମିଫାଇନାଲରେ ହାରିଗଲେ ଋତୁପର୍ଣ୍ଣା ଦାସ

ଲକ୍ଷ୍ନୌ: ପୂର୍ବତନ ଜାତୀୟ ଚାମ୍ପିୟନ ଋତୁପର୍ଣ୍ଣା ଦାସ ଏଠାରେ ଚାଲିଥିବା ସୟଦ ମୋଦି ଇଣ୍ଟରନ୍ୟାଶନାଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରୁ ବିଦାୟ ନେଇଛନ୍ତି। ଭାରତର ଏହି ୨୩ ବର୍ଷୟ ଶଟଲରଙ୍କୁ ଥାଇଲ୍ୟାଣ୍ଡର ଫିଠାୟାପୋର୍ଣ୍ଣ ଚାଇୱାନ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବିଦା କରିଛନ୍ତି। ୨୦୧୬ ଓ ୨୦୧୮ରେ ପୁଲିଶ ଟାଇଟଲ ଜିତିଥିବା ଋତୁପୂର୍ଣ୍ଣା ପ୍ରତିପକ୍ଷ ଚାଇୱାନଙ୍କ ସହ ଲଢ଼େଇ କରିଥିଲେ ହେଁ ତାଙ୍କ ଠାରୁ ୨୨-୨୪ ଓ ୧୫-୨୧ରେ ପରାସ୍ତ ହୋଇଛନ୍ତି। ଋତୁପର୍ଣ୍ଣାଙ୍କୁ ହରାଇବା ପାଇଁ ଚାଇୱାନ ମାତ୍ର […]

x

x

Hemant Lenka
  • Published: Saturday, 30 November 2019
  • Updated: 30 November 2019, 05:19 PM IST

Sports

Latest News

ଲକ୍ଷ୍ନୌ: ପୂର୍ବତନ ଜାତୀୟ ଚାମ୍ପିୟନ ଋତୁପର୍ଣ୍ଣା ଦାସ ଏଠାରେ ଚାଲିଥିବା ସୟଦ ମୋଦି ଇଣ୍ଟରନ୍ୟାଶନାଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରୁ ବିଦାୟ ନେଇଛନ୍ତି। ଭାରତର ଏହି ୨୩ ବର୍ଷୟ ଶଟଲରଙ୍କୁ ଥାଇଲ୍ୟାଣ୍ଡର ଫିଠାୟାପୋର୍ଣ୍ଣ ଚାଇୱାନ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବିଦା କରିଛନ୍ତି।

୨୦୧୬ ଓ ୨୦୧୮ରେ ପୁଲିଶ ଟାଇଟଲ ଜିତିଥିବା ଋତୁପୂର୍ଣ୍ଣା ପ୍ରତିପକ୍ଷ ଚାଇୱାନଙ୍କ ସହ ଲଢ଼େଇ କରିଥିଲେ ହେଁ ତାଙ୍କ ଠାରୁ ୨୨-୨୪ ଓ ୧୫-୨୧ରେ ପରାସ୍ତ ହୋଇଛନ୍ତି।
ଋତୁପର୍ଣ୍ଣାଙ୍କୁ ହରାଇବା ପାଇଁ ଚାଇୱାନ ମାତ୍ର ୩୯ ମିନିଟ୍‌ ସମୟ ନେଇଥିଲେ। ବିଶ୍ୱର ୪୦ ନମ୍ବର ସ୍ଥାନରେ ଥିବା ଋତୁପର୍ଣ୍ଣାଙ୍କୁ ଗତବର୍ଷ ଭିଏତନାମ ଓପନରେ ଚାଇୱାନଙ୍କ ଠାରୁ ପରାସ୍ତ ହୋଇଥିଲେ।

ଆଜିର ମୁକାବିଲାରେ ଆରମ୍ଭରୁ ହିଁ ଚାଇୱାନ ନିଜର ଦବଦବା ଦେଖାଇଥିଲେ। ଏକଦା ସେ ୬-୧ରେ ଲିଡ୍‌ କରୁଥିଲେ। ହେଲେ ଋତୁପର୍ଣ୍ଣା ଜବରଦସ୍ତ କମବ୍ୟାକ୍‌ କରି ୧୪-୧୧ରେ ଆଗୁଆ ହୋଇ ଯାଇଥିଲେ। ଏହାପରେ ଚାଇୱାନ କମବ୍ୟାକ୍‌ କରି ପ୍ରଥମ ସେଟକୁ ୨୪-୨୨ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟ୍‌ରେ ଋତୁପର୍ଣ୍ଣା ଆଦୌ ଚାଇୱାନଙ୍କ ଆଗରେ ତିଷ୍ଠି ପାରି ନଥିଲେ। ଏହି ସେଟ୍‌କୁ ଚାଇୱାନ ୨୧-୧୫ରେ ଜିତିବା ସହ ଫାଇନାଲ ଟିକେଟ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story