ବଲ୍‌ରେ ଲାଳ ମାରିଦେଲେ ଉଥାପ୍ପା, ଦେଖନ୍ତୁ ଭିଡିଓ

ଦୁବାଇ: ଆଇସିସି ଜାରି କରିଥିବା କୋଭିଡ ପ୍ରୋଟୋକଲକୁ ଆଇପିଏଲର ୧୨ତମ ମ୍ୟାଚ୍‌ରେ ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି। ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହୋଇଥିଲେ। କୋଲକାତାର ବ୍ୟାଟିଂ ବେଳେ ରାଜସ୍ଥାନ ରୟାଲ୍ସର ରବିନ ଉଥାପ୍ପା ନିୟମକୁ ଉଲ୍ଲଙ୍ଘନ କରି ବଲ୍‌ରେ ଲାଳ ମାରିଥିବା ଭିଡିଓ ସାମ୍ନାକୁ ଆସିଛି। କୋଲକାତା ବ୍ୟାଟିଂ କରୁଥିବା ବେଳେ ତୃତୀୟ ଓଭର୍‌ର ୫ମ ବଲରେ ସୁନୀଲ ନାରିନ ବଲ ଉଚ୍ଚକୁ ମାରିଦେଇଥିଲେ। ଏହା ଏକ […]

cc

cc

Hemant Lenka
  • Published: Thursday, 01 October 2020
  • Updated: 01 October 2020, 03:34 PM IST

Sports

Latest News

ଦୁବାଇ: ଆଇସିସି ଜାରି କରିଥିବା କୋଭିଡ ପ୍ରୋଟୋକଲକୁ ଆଇପିଏଲର ୧୨ତମ ମ୍ୟାଚ୍‌ରେ ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି। ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହୋଇଥିଲେ। କୋଲକାତାର ବ୍ୟାଟିଂ ବେଳେ ରାଜସ୍ଥାନ ରୟାଲ୍ସର ରବିନ ଉଥାପ୍ପା ନିୟମକୁ ଉଲ୍ଲଙ୍ଘନ କରି ବଲ୍‌ରେ ଲାଳ ମାରିଥିବା ଭିଡିଓ ସାମ୍ନାକୁ ଆସିଛି।

କୋଲକାତା ବ୍ୟାଟିଂ କରୁଥିବା ବେଳେ ତୃତୀୟ ଓଭର୍‌ର ୫ମ ବଲରେ ସୁନୀଲ ନାରିନ ବଲ ଉଚ୍ଚକୁ ମାରିଦେଇଥିଲେ। ଏହା ଏକ କ୍ୟାଚ୍ ଥିଲେ ମଧ୍ୟ ଉଥାପ୍ପା ଧରି ପାରି ନଥିଲେ। ଏହାପରେ ସେ ବଲକୁ ଧରି ମଝି ପଡ଼ିଆରେ ଏହା ଉପରେ ଲାଳ ମାରିଥିବା ଦେଖିବାକୁ ମିଳିଥିଲା।

ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆଇପିଏଲ ପକ୍ଷରୁ ଏହା ଉପରେ କୌଣସି ପ୍ରକାରର ବିବୃତ୍ତି ଜାରି କରାଯାଇନାହିଁ।
https://twitter.com/i/status/1311336182173716480
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜୁନ୍‌ ମାସରୁ ଆଇସିସି ବଲ୍‌ ଉପରେ ଲାଳ ନ ମାରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା। କୌଣସି ଖେଳାଳି ବଲ୍‌ରେ ଲାଳ ମାରିଲେ, ତାଙ୍କ ଟିମ୍‌କୁ ପ୍ରଥମେ ଦୁଇଟି ୱାର୍ଣ୍ଣିଂ ଜାରି କରାଯିବ। ଏହାପରେ ପୁଣିଥରେ ସମାନ କଥା ଘଟିଲେ ୫ ରନ୍‌ର ପେନାଲ୍ଟି ଲାଗୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story