କ’ଣ ରୋହିତ-ଧୱନ କାଲି ଖେଳିବେ ତ?

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଡିସାଇଡର ପୂର୍ବରୁ ଏବେ ଟିମ୍‌ ଇଣ୍ଡିଆ ମ୍ୟାନେଜମଣ୍ଟ ଚାପରେ ରହିଛି। କାରଣ ଦଳର ଦୁଇ ଓପନର ଶିଖର ଧୱନ ଓ ରୋହିତ ଶର୍ମା ଆସନ୍ତାକାଲିର ମ୍ୟାଚ୍‌ ଖେଳିବେ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ରବିବାର ବେଙ୍ଗାଲୁରୁରେ ଟସ୍‌ ପଡ଼ିବା ପୂର୍ବରୁ ହିଁ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଦ୍ୱିତୀୟ ଦିନିକିଆ ବେଳେ ଉଭୟ ଆହତ ହୋଇଥିଲା। ଧୱନ ବ୍ୟାଟିଂ କରିବା ବେଳେ ତାଙ୍କ ପିଞ୍ଜରରେ ବଲ ମାଡ଼ ହୋଇଥିଲା। […]

ef

ef

Hemant Lenka
  • Published: Saturday, 18 January 2020
  • Updated: 18 January 2020, 05:41 PM IST

Sports

Latest News

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଡିସାଇଡର ପୂର୍ବରୁ ଏବେ ଟିମ୍‌ ଇଣ୍ଡିଆ ମ୍ୟାନେଜମଣ୍ଟ ଚାପରେ ରହିଛି। କାରଣ ଦଳର ଦୁଇ ଓପନର ଶିଖର ଧୱନ ଓ ରୋହିତ ଶର୍ମା ଆସନ୍ତାକାଲିର ମ୍ୟାଚ୍‌ ଖେଳିବେ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ରବିବାର ବେଙ୍ଗାଲୁରୁରେ ଟସ୍‌ ପଡ଼ିବା ପୂର୍ବରୁ ହିଁ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।

ଦ୍ୱିତୀୟ ଦିନିକିଆ ବେଳେ ଉଭୟ ଆହତ ହୋଇଥିଲା। ଧୱନ ବ୍ୟାଟିଂ କରିବା ବେଳେ ତାଙ୍କ ପିଞ୍ଜରରେ ବଲ ମାଡ଼ ହୋଇଥିଲା। ତଥାପି ସେ ବ୍ୟାଟିଂ କରିଥିଲେ। ହେଲେ ଭାରତର ଫିଲ୍ଡିଂ ବେଳେ ସେ ମଇଦାନକୁ ଓହ୍ଲାଇ ନଥିଲେ।

ସେହିପରି ରୋହିତ ବାଉଣ୍ଡରୀ ପାଖରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ବାମହାତର କହୁଣୀ ଓ କାନ୍ଧରେ ଆଘାତ ଲାଗିଥିଲା। ଏହାପରେ ସେ ମଧ୍ୟ ପଡ଼ିଆ ଛାଡ଼ିଥିଲେ। ଟିମ୍‌ ମ୍ୟାନେଜମେଣ୍ଟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛି।

ଉଭୟ ଧୀରେଧୀରେ ସୁସ୍ଥ ହେଉଛନ୍ତି। ହେଲେ ମ୍ୟାଚ୍‌ ଖେଳିବେ କି ନାହିଁ, ସେକଥା ଆସନ୍ତାକାଲି ଜଣାପଡ଼ିବ। ବସିସିଆଇ ପକ୍ଷରୁ କୁହାଯାଇଛି ଯେ “ଧୱନ ଓ ରୋହିତ ଆରୋଗ୍ୟ ଲାଭ କରୁଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ନିୟମିତ ସମୀକ୍ଷା କରାଯାଉଛି। ଆସନ୍ତାକାଲି ମ୍ୟାଚ୍ ପୂର୍ବରୁ ସେମାନଙ୍କ ଉପରେ ନିଷ୍ପତ୍ତି ନିଆଯିବ।”

ବିରାଟ କୋହଲି କହିଛନ୍ତି, “ରୋହିତଙ୍କ କାନ୍ଧରେ ଆଘାତ ଲାଗିଛି। ଧୀରେ ଧୀରେ ଏହି ଆଘାତ ଭଲ ହେବାରେ ଲାଗିଛି। ଆମର ଆଶା ସେ ଆସନ୍ତାକାଲିର ମ୍ୟାଚ୍ ପୂର୍ବରୁ ଠିକ୍ ହୋଇଯାଇଥିବେ। ଧୱନଙ୍କ ଡାହାଣ ପିଞ୍ଜରାରେ ବଲ ମାଡ଼ ହୋଇଥିଲା। ତେଣୁ ସେ ଫିଲ୍ଡିଂ କରିବାକୁ ଆସି ନଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story