ରୋହିତ ଶର୍ମା ଓ ରିଷଭ ପନ୍ତ ପରସ୍ପରକୁ ଚିଡ଼ାଇଲେ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ଓ ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ସୋଶାଲ୍‌ ମିଡିଆରେ ପରସ୍ପରକୁ ଚିଡ଼ାଇଛନ୍ତି। ଏଥିସହ ପନ୍ତ ରୋହିତଙ୍କୁ ଚିଡ଼ାଇବା ପାଇଁ ସ୍ପିନ ତାରକା ୟୁଜବେନ୍ଦର ଚହଲଙ୍କ ଛୁଙ୍କ ଦେଇଛନ୍ତି। ରୋହିତ ଶର୍ମାଙ୍କ ପତ୍ନୀ ନିକଟରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ଝିଅକୁ ଦେଖିବାକୁ ଯାଇଥିବା ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଏବେ ଅଷ୍ଟ୍ରେଲିଆ ଫେରିଛନ୍ତି। ବାପା ହୋଇଥିବାରୁ ରୋହିତଙ୍କୁ ପନ୍ତ ଶୁଭେଚ୍ଛା ଜଣାଇଥିଲେ। ହେଲେ […]

s

s

Hemant Lenka
  • Published: Wednesday, 09 January 2019
  • Updated: 09 January 2019, 07:58 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ଓ ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ସୋଶାଲ୍‌ ମିଡିଆରେ ପରସ୍ପରକୁ ଚିଡ଼ାଇଛନ୍ତି। ଏଥିସହ ପନ୍ତ ରୋହିତଙ୍କୁ ଚିଡ଼ାଇବା ପାଇଁ ସ୍ପିନ ତାରକା ୟୁଜବେନ୍ଦର ଚହଲଙ୍କ ଛୁଙ୍କ ଦେଇଛନ୍ତି।

ରୋହିତ ଶର୍ମାଙ୍କ ପତ୍ନୀ ନିକଟରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ଝିଅକୁ ଦେଖିବାକୁ ଯାଇଥିବା ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଏବେ ଅଷ୍ଟ୍ରେଲିଆ ଫେରିଛନ୍ତି।

ବାପା ହୋଇଥିବାରୁ ରୋହିତଙ୍କୁ ପନ୍ତ ଶୁଭେଚ୍ଛା ଜଣାଇଥିଲେ। ହେଲେ ପନ୍ତଙ୍କୁ ଚିଡ଼ାଇବା ପାଇଁ ରୋହିତ ପିଲା ସମ୍ଭାଳିବା ଘଟଣାକୁ ଉଠାଇଥିଲେ। ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ୱିକେଟ୍‌ କିପିରି କରିବା ବେଳେ ବ୍ୟାଟିଂ କରୁଥିବା ପନ୍ତଙ୍କୁ “ ମୋ ପିଲା ସମ୍ଭାଳିବ କି’ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ଢାଲ କରି ରୋହିତ ପନ୍ତଙ୍କୁ ଚିଡ଼ାଇଛନ୍ତି। ସେ କହିଛନ୍ତି, “ ବନ୍ଧୁ, ଶୁଭ ସକାଳ। ମୁଁ ଶୁଣିଛି ତୁମେ କୁଆଡ଼େ ଭଲ ପିଲା ସମ୍ଭାଳିପାର.. ଏବେ ତୁମ ଭଳି ଜଣେ ପିଲା ସମ୍ଭାଳି ପାରୁଥିବା ଲୋକ ଦରକାର। ରିତିକା ବହୁତ ଖୁସି ହେବେ?”

ପନ୍ତ ଏଭଳି ପ୍ରସ୍ତାବକୁ ଗ୍ରହଣ କରିଥିଲେ ହେଁ ରୋହିତଙ୍କୁ ସ୍ପିନର ଚହଲଙ୍କ ଛୁଙ୍କ ଦେଇ ଚିଡ଼ାଇ ଥିଲେ। ସେ କହିଥିଲେ “ ଭାଇ ବହୁତ ଭଲ। କିନ୍ତୁ ଚହଲ କ’ଣ ତାଙ୍କ କାମ ଠିକ୍‌ ଭାବେ କରୁନାହାନ୍ତି କି? ମୁଁ କୁନି ସମାଇରାଙ୍କୁ ସମ୍ଭାଳିବାରେ ବହୁତ ଆନନ୍ଦ ଅନୁଭବ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story