ଶତକ ହାସଲ କରି ବିଶ୍ୱ ରେକର୍ଡ କଲେ ରୋହିତ

ଲିଡ୍‌ସ: ଶ୍ରୀଲଙ୍କା ବିପକ୍ଷରେ ରୋହିତ ଶର୍ମା ଶତକ ମାରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଆଜି ଶତକ ସ୍କୋର କରିବା କ୍ଷଣି ନିଜ ନାଁରେ ଅନେକ ନୂଆ ରେକର୍ଡ ଯୋଡ଼ିଛନ୍ତି। ଗୋଟିଏ ବିଶ୍ୱକପ୍‌ରେ ୫ଟି ଶତକ ହାସଲ କରିବାରେ ସେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ରୋହିତଙ୍କ ପୂର୍ବରୁ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୨୦୧୫ ବିଶ୍ୱକପ୍‌ରେ ୪ଟି ଶତକ ମାରିଥିଲେ। ହେଲେ ଆଜି ସେହି ଶ୍ରୀଲଙ୍କା ବିପକ୍ଷରେ ଶତକ ମାରି କୁମାର ସାଙ୍ଗାକାରଙ୍କ ରେକର୍ଡକୁ ଭାଙ୍ଗି […]

sw

sw

Hemant Lenka
  • Published: Saturday, 06 July 2019
  • Updated: 06 July 2019, 10:36 PM IST

Sports

Latest News

ଲିଡ୍‌ସ: ଶ୍ରୀଲଙ୍କା ବିପକ୍ଷରେ ରୋହିତ ଶର୍ମା ଶତକ ମାରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଆଜି ଶତକ ସ୍କୋର କରିବା କ୍ଷଣି ନିଜ ନାଁରେ ଅନେକ ନୂଆ ରେକର୍ଡ ଯୋଡ଼ିଛନ୍ତି। ଗୋଟିଏ ବିଶ୍ୱକପ୍‌ରେ ୫ଟି ଶତକ ହାସଲ କରିବାରେ ସେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ରୋହିତଙ୍କ ପୂର୍ବରୁ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୨୦୧୫ ବିଶ୍ୱକପ୍‌ରେ ୪ଟି ଶତକ ମାରିଥିଲେ। ହେଲେ ଆଜି ସେହି ଶ୍ରୀଲଙ୍କା ବିପକ୍ଷରେ ଶତକ ମାରି କୁମାର ସାଙ୍ଗାକାରଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି ରୋହିତ।

ରୋହିତ ଆଜି ମାତ୍ର ୯୨ଟି ବଲ୍‌ରେ ନିଜର ପଞ୍ଚମ ଶତକ ହାସଲ କରିଥିଲେ। ମିଡ୍‌ ୱିକେଟ୍‌ରେ ଏକ ଚୌକା ମାରି ସେ ଏହି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତେବେ ସେ ୯୪ଟି ବଲ୍‌ରେ ୧୦୩ ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି। ଏହା ରୋହିତଙ୍କ କ୍ୟାରିୟରର ୨୭ତମ ଦିନିକିଆ ଶତକ। ସେହିପରି ବିଶ୍ୱକପରେ ରୋହିତ କ୍ରମାଗତ ୩ଟି ଶତକ ହାସଲ କରିଛନ୍ତି।

ରୋହିତ ଆଜିର ଶତକ ସହ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ସଚିନ ବିଶ୍ୱକପ୍‌ର ପ୍ରଥମ ଖେଳାଳି ଭାବେ ବିଶ୍ୱକପରେ ୬ଟି ଶତକ ହାସଲ କରିଥିଲେ। ରୋହିତ ୨୦୧୫ରେ ଗୋଟିଏ ଏବଂ ୨୦୧୯ରେ ୫ଟି ଶତକ ମାରି ଏହି ରେକର୍ଡର ସମକକ୍ଷ ହୋଇଛନ୍ତି। ରୋହିତ ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଛନ୍ତି।

କୁମାର ସାଙ୍ଗାକାରା ୨୦୦୩ରୁ ୨୦୧୫ ମଧ୍ୟରେ ଖେଳିଥିବା ବିଶ୍ୱକପ୍‌ରେ ମୋଟ ୫ଟି ଶତକ ମାରିଛନ୍ତି। ଅଷ୍ଟ୍ରେଲିଆର ରିକି ପଣ୍ଟିଂ ମଧ୍ୟ ୫ଟି ଶତକ ମାରିଥିଲେ। ସୌରଭ ଗାଙ୍ଗୁଲି, ଏବି ଡିଭିଲିୟର୍ସ, ତିଲକରତ୍ନେ ଦିଲସାନ, ମାର୍କ ୱ ଏବଂ ଜୟବର୍ଦ୍ଧନେ ବିଶ୍ୱକପ୍‌ରେ ୪ଟି ଲେଖାଏ ଶତକ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story