ଛକାରେ ବିଶ୍ୱ ରେକର୍ଡ କରିବାକୁ ରୋହିତଙ୍କ ପାଖରେ ସୁଯୋଗ

ନୂଆଦିଲ୍ଲୀ: ଟିମ୍‌ ଇଣ୍ତିଆର ସୀମିତ ଓଭର ଟିମର ଉପ ଅଧିନାୟକ ରୋହିତ ଶର୍ମା ଆସନ୍ତା ରବିବାରଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ଦଳର ବ୍ୟାଟିଂ ଭାର ସମ୍ଭାଳିବେ। ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଟି-୨୦ରେ ଏକ ବିଶ୍ୱ ରେକର୍ଡ କରିବାକୁ ରୋହିତଙ୍କ ପାଖରେ ନିଶ୍ଚିତ ସୁଯୋଗ ରହିବ। ରୋହିତ ଏବେ ଟି-୨୦ ସର୍ବାଧିକ ଛକା ମାରିବା ରେକର୍ଡ ଠାରୁ ମାତ୍ର ଦୁଇ ପାଦ ପଛରେ ରହିଛନ୍ତି। ସେ ଯଦି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ […]

f

f

Hemant Lenka
  • Published: Friday, 22 February 2019
  • Updated: 22 February 2019, 06:17 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ତିଆର ସୀମିତ ଓଭର ଟିମର ଉପ ଅଧିନାୟକ ରୋହିତ ଶର୍ମା ଆସନ୍ତା ରବିବାରଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ଦଳର ବ୍ୟାଟିଂ ଭାର ସମ୍ଭାଳିବେ। ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଟି-୨୦ରେ ଏକ ବିଶ୍ୱ ରେକର୍ଡ କରିବାକୁ ରୋହିତଙ୍କ ପାଖରେ ନିଶ୍ଚିତ ସୁଯୋଗ ରହିବ।

ରୋହିତ ଏବେ ଟି-୨୦ ସର୍ବାଧିକ ଛକା ମାରିବା ରେକର୍ଡ ଠାରୁ ମାତ୍ର ଦୁଇ ପାଦ ପଛରେ ରହିଛନ୍ତି। ସେ ଯଦି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ ୨ଟି ଛକା ମାରୁଛନ୍ତି, ତା’ହେଲେ ବିଶ୍ୱର ସର୍ବାଧିକ ଛକା ମାରିବା ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯିବ। ରୋହିତ ଏଯାଏ ଟି-୨୦ରେ ୧୦୨ଟି ଛକା ମାରିଛନ୍ତି। ତେବେ ଏଭଳି ଛକା ମାରିବା ତାଲିକାରେ ରୋହିତଙ୍କ ଆଗରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍‌ ଗପ୍ଟିଲ ୱେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ୍‌ ରହିଛନ୍ତି।

ଉଭୟ ଟି-୨୦ରେ ୧୦୩ଟି ଲେଖାଏ ଛକା ମାରିଛନ୍ତି। ରୋହିତ, ଗପ୍ଟିଲ ଓ ଗେଲ୍‌ ବିଶ୍ୱର ୩ ଜଣ ବ୍ୟାଟସ୍‌ମ୍ୟାନ୍‌ ଯିଏ ଟି-୨୦ରେ ୧୦୦ରୁ ଅଧିକ ଛକା ମାରିପାରିଛନ୍ତି। ସର୍ବାଧିକ ଛକା ମାରିଥିବା ଶ୍ରେଷ୍ଠ ୧୦ ଜଣଙ୍କ ତାଲିକାରେ ଅନ୍ୟତମ ଭାରତୀୟ ଭାବେ ଯୁବରାଜ ସିଂହ(୭୪) ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story