ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ କବାଡ଼ି ଖେଳାଳି ରୋହିତ ଅଟକ

ନୂଆଦିଲ୍ଲୀ: ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ଜାତୀୟ ସ୍ତରୀୟ କବାଡ଼ି ଖେଳାଳି ରୋହିତ କୁମାରଙ୍କୁ ଆଜି ଦିଲ୍ଲୀ ପୋଲିସ୍‌ର ଏକ ଟିମ୍‌ ମୁମ୍ବାଇରେ ଅଟକ ରଖିଛି। ଦିଲ୍ଲୀର ଯୁଗ୍ମ ପୋଲିସ୍ କମିଶନର ଦୀପେନ୍ଦ୍ର ପାଠକ ଏହି ସୂଚନା ଦେଇଛନ୍ତି। ରୋହିତ ନୌସେନାରେ ଚାକିରି କରନ୍ତି। ସୂଚନାଯୋଗ୍ୟ, ଅକ୍ଟୋବର ୧୭ ତାରିଖରେ ରୋହିତଙ୍କ ପତ୍ନୀ ଲଲିତା ତାଙ୍କ ବାପ ଘରେ ଆତ୍ମହତ୍ୟା କରିଥିଲେ। ରୋହିତ ଓ ତାଙ୍କ ବାପାମା’ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଲଳିତା ତାଙ୍କ ସୁଇସାଇଟ୍ ନୋଟ୍‌ରେ […]

kabadi

kabadi

Rakesh Mallick
  • Published: Friday, 21 October 2016
  • Updated: 21 October 2016, 01:39 PM IST

ନୂଆଦିଲ୍ଲୀ: ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ଜାତୀୟ ସ୍ତରୀୟ କବାଡ଼ି ଖେଳାଳି ରୋହିତ କୁମାରଙ୍କୁ ଆଜି ଦିଲ୍ଲୀ ପୋଲିସ୍‌ର ଏକ ଟିମ୍‌ ମୁମ୍ବାଇରେ ଅଟକ ରଖିଛି। ଦିଲ୍ଲୀର ଯୁଗ୍ମ ପୋଲିସ୍ କମିଶନର ଦୀପେନ୍ଦ୍ର ପାଠକ ଏହି ସୂଚନା ଦେଇଛନ୍ତି।

ରୋହିତ ନୌସେନାରେ ଚାକିରି କରନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୧୭ ତାରିଖରେ ରୋହିତଙ୍କ ପତ୍ନୀ ଲଲିତା ତାଙ୍କ ବାପ ଘରେ ଆତ୍ମହତ୍ୟା କରିଥିଲେ। ରୋହିତ ଓ ତାଙ୍କ ବାପାମା’ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଲଳିତା ତାଙ୍କ ସୁଇସାଇଟ୍ ନୋଟ୍‌ରେ ଉଲ୍ଲେଖ କରିଥିଲେ। ଏହା ସହିତ ଏନେଇ ସେ କିଛି ଅଡିଓ ଓ ଭିଡିଓ କ୍ଲିପ୍‌ ମଧ୍ୟ ଛାଡ଼ି ଯାଇଛନ୍ତି ଯେଉଁଥିରେ ସ୍ୱାମୀ ରୋହିତ ଓ ଶାଶୂଶ୍ୱଶୁର ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି କହିଛନ୍ତି। ଏହି ଆଧାରରେ ଦିଲ୍ଲୀ ପୋଲିସ୍ ରୋହିତ ଓ ତାଙ୍କ ବାପାମା’ଙ୍କ ନାଁରେ ମାମଲା ରୁଜୁ କରିଛି। ଲଳିତା ଆତ୍ମହତ୍ୟା କରିବା ପରେ ରୋହିତଙ୍କ ବାପାମା’ ଫେରାର ହୋଇଯାଇଥିଲେ। ତେବେ ତାଙ୍କ ବାପା ବିଜୟ ସିଂହ ଆଜି ଦିଲ୍ଲୀ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଜୟ ଦିଲ୍ଲୀ ପୋଲିସ୍‌ରେ ସବ୍‌-ଇନ୍ସପେକ୍ଟର ଥିଲେ। ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story