ଷ୍ଟମ୍ପକୁ ମାରିବା ରୋହିତଙ୍କୁ ମହଙ୍ଗା ପଡ଼ିଲା

କୋଲକାତା: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ନିଜର ଖରାପ ବ୍ୟବହାର ପାଇଁ ଦଣ୍ଡିତ ହୋଇଛନ୍ତି। ରବିବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଆଉଟ୍ ହେବା ପରେ ରୋହିତ ନିରାଶ ହୋଇ ଷ୍ଟମ୍ପକୁ ନିଜ ବ୍ୟାଟରେ ମାରିଥିଲେ। ଏହି କାରଣରୁ ତାଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ କାଟି ନିଆଯାଇଛି। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ରୋହିତ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହା ପରେ ସେ ନନଷ୍ଟ୍ରାଇକର ଏଣ୍ଡକୁ ଯାଇ ନିଜ ବ୍ୟାଟରେ ଷ୍ଟମ୍ପକୁ […]

rohit

rohit

Hemant Lenka
  • Published: Monday, 29 April 2019
  • Updated: 29 April 2019, 04:04 PM IST

Sports

Latest News

କୋଲକାତା: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ନିଜର ଖରାପ ବ୍ୟବହାର ପାଇଁ ଦଣ୍ଡିତ ହୋଇଛନ୍ତି। ରବିବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଆଉଟ୍ ହେବା ପରେ ରୋହିତ ନିରାଶ ହୋଇ ଷ୍ଟମ୍ପକୁ ନିଜ ବ୍ୟାଟରେ ମାରିଥିଲେ।

ଏହି କାରଣରୁ ତାଙ୍କ ମ୍ୟାଚ୍ ଫି'ର ୧୫ ପ୍ରତିଶତ କାଟି ନିଆଯାଇଛି। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ରୋହିତ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହା ପରେ ସେ ନନଷ୍ଟ୍ରାଇକର ଏଣ୍ଡକୁ ଯାଇ ନିଜ ବ୍ୟାଟରେ ଷ୍ଟମ୍ପକୁ ମାରିଥିଲେ।

ଏହିପରି ଭାବେ ସେ ଆଇପିଏଲ ଆଚାର ସଂହିତା ନିୟମ ଲେଭଲ୍-୧ ଧାରା ୨.୨ର ଉଲ୍ଲଙ୍ଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରୋହିତ ଏହି ଭୁଲ୍ ପାଇଁ କ୍ଷମା ପ୍ରାର୍ଥନ କରିଛନ୍ତି ଏବଂ ନିଜ ଉପରେ ଲାଗିଥିବା ଜୋରିମାନାକୁ ମଧ୍ୟ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story