ରୋହିତଙ୍କ ଦ୍ରୁତ ଅର୍ଦ୍ଧଶତକ, ଭଲ ସ୍ଥିତିରେ ଟିମ୍ ଇଣ୍ଡିଆ

ମାଞ୍ଚେଷ୍ଟର: ଟିମ୍ ଇଣ୍ଡିଆର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ପୁଣିଥରେ ଧମାକା କରିଛନ୍ତି । ଆଜି ଏଠାରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ମହାମୁକାବିଲାରେ ରୋହିତ୍ ମାତ୍ର ୩୪ ବଲରେ ଅର୍ଦ୍ଧଶତକ ମାରିଛନ୍ତି । ସେ ନିଜର ଏହି ଇନିଂସ୍ ମଧ୍ୟରେ ୬ ଚୌକା ଓ ୨ ଛକା ମାରିଛନ୍ତି । ତାଙ୍କୁ ଭଲ ସାଥ୍ ଦେଇଛନ୍ତି ଲୋକେଶ ରାହୁଲ୍ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରୀ କରି ଭାରତକୁ ଭଲ ଆରମ୍ଭ ଦେଇଛନ୍ତି […]

ro

Hemant Lenka
  • Published: Sunday, 16 June 2019
  • , Updated: 16 June 2019, 03:57 PM IST

ମାଞ୍ଚେଷ୍ଟର: ଟିମ୍ ଇଣ୍ଡିଆର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ପୁଣିଥରେ ଧମାକା କରିଛନ୍ତି । ଆଜି ଏଠାରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ମହାମୁକାବିଲାରେ ରୋହିତ୍ ମାତ୍ର ୩୪ ବଲରେ ଅର୍ଦ୍ଧଶତକ ମାରିଛନ୍ତି ।

ସେ ନିଜର ଏହି ଇନିଂସ୍ ମଧ୍ୟରେ ୬ ଚୌକା ଓ ୨ ଛକା ମାରିଛନ୍ତି । ତାଙ୍କୁ ଭଲ ସାଥ୍ ଦେଇଛନ୍ତି ଲୋକେଶ ରାହୁଲ୍ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରୀ କରି ଭାରତକୁ ଭଲ ଆରମ୍ଭ ଦେଇଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୧୩ ଓଭରରେ ବିନା ୱିକେଟ୍ ହରାଇ ୮୦ ରନ୍ କରିଛି । ରାହୁଲ୍ ୨୮ ଓ ରୋହିତ୍ ୫୦ ରନ୍ କରି ବ୍ୟାଟିଂ କରୁଥିଲେ ।

Related story