ଶତକ ମାରି ସମସ୍ତଙ୍କ ମୁହଁକୁ ଚୁପ୍‌ କଲେ ରୋହିତ: ଫର୍ମକୁ ଫେରି ଜିତାଇଲେ ସିରିଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରୋହିତ ଶର୍ମାଙ୍କ ଶତକୀୟ ପାଳି, କୁଲଦୀପ ଯାଦବ ଓ ପାଣ୍ଡ୍ୟାଙ୍କ ଆକର୍ଷଣୀୟ ବୋଲିଂ ଫଳରେ ଭାରତ ଦକ୍ଷିଣ ଆଫ୍ରିକକୁ ୭୩ ରନରେ ହରାଇପାରିଛି। ଏହା ସହ ଦକ୍ଷିଣ ଆଫ୍ରିକା ମାଟିରେ ନିଜର ପ୍ରଥମ ସିରିଜ ଜିତିଛି ଟିମ୍‌ ଇଣ୍ଡିଆ। ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ ଲଗାତାର ଜିତିବା ପରେ ୪ର୍ଥ ମ୍ୟାଚ୍‌ରେ କିନ୍ତୁ ଭାରତକୁ ରୋକିଥିଲା ଦକ୍ଷିଣ ଆଫ୍ରିକା। ହେଲେ ୫ମ ଦିନିକିଆରେ ପୁଣି ଥିରେ ଆକର୍ଷଣୀୟ ପ୍ରଦର୍ଶନ କରି ଭାରତ ମ୍ୟାଚ୍ ଜିତିବା […]

T4r83BiAz2

T4r83BiAz2

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 10:08 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରୋହିତ ଶର୍ମାଙ୍କ ଶତକୀୟ ପାଳି, କୁଲଦୀପ ଯାଦବ ଓ ପାଣ୍ଡ୍ୟାଙ୍କ ଆକର୍ଷଣୀୟ ବୋଲିଂ ଫଳରେ ଭାରତ ଦକ୍ଷିଣ ଆଫ୍ରିକକୁ ୭୩ ରନରେ ହରାଇପାରିଛି। ଏହା ସହ ଦକ୍ଷିଣ ଆଫ୍ରିକା ମାଟିରେ ନିଜର ପ୍ରଥମ ସିରିଜ ଜିତିଛି ଟିମ୍‌ ଇଣ୍ଡିଆ। ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ ଲଗାତାର ଜିତିବା ପରେ ୪ର୍ଥ ମ୍ୟାଚ୍‌ରେ କିନ୍ତୁ ଭାରତକୁ ରୋକିଥିଲା ଦକ୍ଷିଣ ଆଫ୍ରିକା। ହେଲେ ୫ମ ଦିନିକିଆରେ ପୁଣି ଥିରେ ଆକର୍ଷଣୀୟ ପ୍ରଦର୍ଶନ କରି ଭାରତ ମ୍ୟାଚ୍ ଜିତିବା ସହ ସିରିଜ ମଧ୍ୟ ହାତେଇଛି।

୫ମ ଦିନିକିଆରେ ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ ନିର୍ଧାରିତ ଓଭରରେ ୭ଓ୍ୱିକେଟ୍ ହରାଇ ୨୭୪ ରନ୍ କରିଥିଲା। ୨୭୫ ରନର ଟାର୍ଗେଟକୁ ପିଛା କରି ଦକ୍ଷିଣ ଆଫ୍ରିକା ୪୨.୨ ଓଭରରେ ଅଲ୍ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ହାସିମ୍ ଆମ୍ଲା ସର୍ବାଧିକ ୭୧ରନ୍ କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ନିୟମିତ ବ୍ୟବଧାନରେ ଓ୍ୱିକେଟ୍ ପତନ ଯୋଗୁଁ ମାତ୍ର ୨୦୧ ରନରେ ଦକ୍ଷିଣ ଆଫ୍ରିକା ଅଲ୍ଆଉଟ୍ ହୋଇଯାଇଥିଲା।

ଏହି ମ୍ୟାଚରେ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ରୋହିତ ଶର୍ମା। ସେ ୧୨୬ ବଲରୁ ୧୧୫ ରନର ଏକ ଆକର୍ଷଣୀୟ ପାଳି ଖେଳିଛନ୍ତି। ଏହି ପ୍ରଦର୍ଶନ ଫଳରେ ତାଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଥିବା ଲୋକଙ୍କୁ ସେ ଚୁପ କରାଇଛନ୍ତି। ଦକ୍ଷିଣ ଆଫ୍ରିକା ସିରିଜରେ ସେ ବାରମ୍ବାର ଫ୍ଲପ୍‌ ହେବାରୁ ଅନେକ ତାଙ୍କୁ ସମାଲୋଚନା କରିବାକୁ ବି ପଛାଇନଥିଲେ। ଦକ୍ଷିଣ ଆଫ୍ରିକ ସିରଜ ପୂର୍ବରୁ ସେ ଶ୍ରୀଲଙ୍କା ସିରିଜରେ ଆକର୍ଷଣୀୟ ଫର୍ମରେ ରହିଥିଲେ। କିନ୍ତୁ ବିଦେଶ ମାଟିରେ ସେ ସେଭଳି କିଛି କରିଶ୍ମା କରିପାରିନଥିଲେ। ତେଣୁ ତାଙ୍କ ଫର୍ମକୁ ନେଇ ଟିମ୍‌ ଚିନ୍ତାରେ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story