ସଚିନ ଓ ସିଦ୍ଧୁଙ୍କ ରେକର୍ଡ ଭାଙ୍ଗିଲେ ରୋହିତ୍-ରାହୁଲ୍

ମାଞ୍ଚେଷ୍ଟର: ରବିବାର ଓଲ୍ଡ ଟ୍ରାଫର୍ଡରେ ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୩୬ ରନର ଶତକୀୟ ଭାଗୀଦାରୀ କରିଛନ୍ତି। ଏଥିସହ ଦୁହେଁ ଏକ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି। ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ କୌଣସି ଭାରତୀୟ ଓପନିଂ ଯୋଡ଼ି ପ୍ରଥମଥର ପାଇଁ ଶତକୀୟ ପାର୍ଟନରଶିପର ରେକର୍ଡ କରିଛନ୍ତି। ରୋହିତ୍ ଓ ରାହୁଲ୍ ଏବେ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ପ୍ରଥମ […]

rohit and rahul

rohit and rahul

Hemant Lenka
  • Published: Sunday, 16 June 2019
  • Updated: 16 June 2019, 06:44 PM IST

Sports

Latest News

ମାଞ୍ଚେଷ୍ଟର: ରବିବାର ଓଲ୍ଡ ଟ୍ରାଫର୍ଡରେ ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୩୬ ରନର ଶତକୀୟ ଭାଗୀଦାରୀ କରିଛନ୍ତି।

ଏଥିସହ ଦୁହେଁ ଏକ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି। ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ କୌଣସି ଭାରତୀୟ ଓପନିଂ ଯୋଡ଼ି ପ୍ରଥମଥର ପାଇଁ ଶତକୀୟ ପାର୍ଟନରଶିପର ରେକର୍ଡ କରିଛନ୍ତି। ରୋହିତ୍ ଓ ରାହୁଲ୍ ଏବେ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ପ୍ରଥମ ୱିକେଟ୍ ପାଇଁ ସବୁଠାରୁ ବଡ଼ ପାର୍ଟନରଶିପ୍ ମାମଲାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି।

ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା କୌଣସି ବିଶ୍ୱକପ୍ ମ୍ୟାଚରେ ଭାରତୀୟ ଓପନିଂ ଯୋଡ଼ି ଶତକ ମାରିପାରି ନଥିଲେ। ୧୯୯୨ରେ ଅଜୟ ଜାଡେଜା ଓ କେ ଶ୍ରୀକାନ୍ତଙ୍କ ମଧ୍ୟରେ ୨୫ ରନର ଭାଗୀଦାରୀ ହୋଇଥିଲେ। ୧୯୯୬ରେ ସଚିନ ତେନ୍ଦୁଲକର ଓ ନବଜୋତ୍ ସିଂହ ସିଦ୍ଦୁ ପ୍ରଥମ ୱିକେଟ୍ ପାଇଁ ୯୦ ରନର ପାର୍ଟନରଶିପ୍ କରିଥିଲେ।

ତେବେ ରୋହିତ୍ ଓ ରାହୁଲ ଏହି ପାର୍ଟନରଶିପକୁ ଭାଙ୍ଗି ନୂଆ ରେକର୍ଡ କରିଛନ୍ତି। ୧୯୯୯ରେ ସଚିନ ଓ ସଦାଗୋପନ ରମେଶ ୩୭ ରନ୍ ଯୋଡ଼ିଥିଲେ। ସେହିପରି ୨୦୦୩ ବିଶ୍ୱକପରେ ବୀରେନ୍ଦ୍ର ସେହ୍ୱାଗ ଓ ସଚିନ ପ୍ରଥମ ୱିକେଟ୍ ପାଇଁ ୫୩ ରନର ଭାଗୀଦାରୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story