୩୧ ବର୍ଷରେ ପାଦ ଦେଲେ ରୋହିତ

ନୂଆଦିଲ୍ଲୀ: ୱାନ୍‌ଡେ’ ଇଣ୍ଟରନ୍ୟାସନାଲରେ ଗୋଟିଏ କିମ୍ୱା ଦୁଇଟି ନୁହେଁ, ତିନୋଟି ଡବଲ୍‌ ସେଞ୍ଚୁରୀ କରିଥିବା କ୍ରିକେଟର୍‌ ରୋହିତ ଶର୍ମାଙ୍କ ଆଜି  ଜନ୍ମ ଦିନ। ସେ ଆଜି ୩୧ ବର୍ଷରେ ପାଦ ରଖିଛନ୍ତି। ମୁମ୍ୱାଇର ଏହି କ୍ରିକେଟର୍‌ ‘ହିଟ୍‌ମ୍ୟାନ୍‌’ ନାଁରେ ପରିଚିତ। ସେ ୫୦ ଓଭରରେ ୩ଟି ଶତକ ମାରି(୨୦୯,୨୬୪, ୨୦୮*) ରନ୍ କରିଛନ୍ତି। ହେଲେ ୱାନ୍‌ଡେ’ରେ (୨୬୪ ରନ୍‌) କରି  ସେ ୱାର୍ଲ୍ଡ ରେକର୍ଡ କରିଛନ୍ତି। ଏବେ ଆଇପିଏଲ୍‌ ୧୧ ସିଜ୍‌ନରେ ବ୍ୟସ୍ତ ଅଛନ୍ତି ରୋହିତ ଶର୍ମା। […]

b day

b day

Rakesh Mallick
  • Published: Monday, 30 April 2018
  • Updated: 30 April 2018, 09:58 AM IST

Sports

Latest News

ନୂଆଦିଲ୍ଲୀ: ୱାନ୍‌ଡେ’ ଇଣ୍ଟରନ୍ୟାସନାଲରେ ଗୋଟିଏ କିମ୍ୱା ଦୁଇଟି ନୁହେଁ, ତିନୋଟି ଡବଲ୍‌ ସେଞ୍ଚୁରୀ କରିଥିବା କ୍ରିକେଟର୍‌ ରୋହିତ ଶର୍ମାଙ୍କ ଆଜି  ଜନ୍ମ ଦିନ। ସେ ଆଜି ୩୧ ବର୍ଷରେ ପାଦ ରଖିଛନ୍ତି। ମୁମ୍ୱାଇର ଏହି କ୍ରିକେଟର୍‌ ‘ହିଟ୍‌ମ୍ୟାନ୍‌’ ନାଁରେ ପରିଚିତ। ସେ ୫୦ ଓଭରରେ ୩ଟି ଶତକ ମାରି(୨୦୯,୨୬୪, ୨୦୮*) ରନ୍ କରିଛନ୍ତି। ହେଲେ ୱାନ୍‌ଡେ’ରେ (୨୬୪ ରନ୍‌) କରି  ସେ ୱାର୍ଲ୍ଡ ରେକର୍ଡ କରିଛନ୍ତି।

ଏବେ ଆଇପିଏଲ୍‌ ୧୧ ସିଜ୍‌ନରେ ବ୍ୟସ୍ତ ଅଛନ୍ତି ରୋହିତ ଶର୍ମା। ତାଙ୍କ ଟିମ୍ ମୁମ୍ୱାଇ ଇଣ୍ଡିଆନ୍ସ ବର୍ତ୍ତମାନ ସୁଦ୍ଧା ୭ ଟି ମ୍ୟାଚ୍‌ରୁ ୨ ଟି ମ୍ୟାଚ୍‌ ଜିତିଛି। ତେବେ ରୋହିତଙ୍କ ପାଇଁ ନଭେମ୍ୱର ଓ ଡିସେମ୍ୱର ମାସ ଲକି ସାବ୍ୟସ୍ତ ହୋଇଛି। ସେ ୱାନ୍‌ ଡ଼େ’ରେ କରିଥିବା ୩ଟି ସେଞ୍ଚୁରୀ ମଧ୍ୟରୁ ନଭେମ୍ୱର ମାସରେ ୨ଟି ଶତକ କରିଥିବା ବେଳେ ଡିସେମ୍ୱରରେ ତୃତୀୟ ଶତକ ମାରିଥିଲେ।

୨୦୧୩ ମସିହା ଅଷ୍ଟ୍ରେଲିଆ ବିରୋଧରେ ୨୦୯ ରନ୍ କରିଥିଲେ ୨ ନଭେମ୍ୱରରେ।

୨୦୧୪ ମସିହା ଶ୍ରୀଲଙ୍କା ବିରୋଧରେ ୨୬୪ ରନ୍‌ କରିଥିଲେ ୧୩ ନଭେମ୍ୱରରେ।

ସେହିପରି ୨୦୧୭ ଡିସେମ୍ୱରରେ ଶ୍ରୀଲଙ୍କା ବିରୋଧରେ ୨୦୮* ରନ୍ କରିଥିଲେ ୧୩ ଡିସେମ୍ୱରରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story