ରୋହିତଙ୍କ ପାଖରେ ଦୁଇଟି ରେକର୍ଡ କରିବାର ସୁଯୋଗ

ହାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୪ର୍ଥ ଦିନିକିଆରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ରୋହିତ ଶର୍ମା ନେବେ। ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ଟିମ୍‌ ଇଣ୍ଡିଆ ପୂରା ଦମ ଲଗାଇବ। ଏହା ରୋହିତଙ୍କ ୨୦୦ତମ ଦିନିକିଆ ମ୍ୟାଚ୍‌ ହୋଇଥିବାରୁ ଏଥିରେ ଜିତିବାକୁ ସେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଉଦ୍ୟମ କରିବେ। ଏହା ବ୍ୟତୀତ ଆସନ୍ତାକାଲିର ମ୍ୟାଚ୍‌ରେ ରୋହିତଙ୍କ ପାଖରେ ଦୁଇଟି ରେକର୍ଡ କରିବାର ସୁଯୋଗ ରହିବ। ପ୍ରଥମତଃ ରୋହିତ ଭାରତ ପାଇଁ ସର୍ବାଧିକ ଛକା ମାରିବାର ରେକର୍ଡ ହାସଲ କରିପାରିବେ। ରୋହିତ […]

r

r

Hemant Lenka
  • Published: Wednesday, 30 January 2019
  • Updated: 30 January 2019, 07:50 PM IST

Sports

Latest News

ହାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୪ର୍ଥ ଦିନିକିଆରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ରୋହିତ ଶର୍ମା ନେବେ। ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ଟିମ୍‌ ଇଣ୍ଡିଆ ପୂରା ଦମ ଲଗାଇବ। ଏହା ରୋହିତଙ୍କ ୨୦୦ତମ ଦିନିକିଆ ମ୍ୟାଚ୍‌ ହୋଇଥିବାରୁ ଏଥିରେ ଜିତିବାକୁ ସେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଉଦ୍ୟମ କରିବେ। ଏହା ବ୍ୟତୀତ ଆସନ୍ତାକାଲିର ମ୍ୟାଚ୍‌ରେ ରୋହିତଙ୍କ ପାଖରେ ଦୁଇଟି ରେକର୍ଡ କରିବାର ସୁଯୋଗ ରହିବ।

ପ୍ରଥମତଃ ରୋହିତ ଭାରତ ପାଇଁ ସର୍ବାଧିକ ଛକା ମାରିବାର ରେକର୍ଡ ହାସଲ କରିପାରିବେ। ରୋହିତ ବର୍ତ୍ତମାନ ଦିନିକିଆରେ ଭାରତ ପାଇଁ ୨୧୫ଟି ଛକା ମାରିଛନ୍ତି। ଏହି ୨୧୫ଟି ଛକା ସହ ରୋହିତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇଛନ୍ତି। ଧୋନି ମଧ୍ୟ ଭାରତ ପାଇଁ ୨୧୫ଟି ଛକା ମାରିବାର ରେକର୍ଡ କରିଛନ୍ତି। ଆସନ୍ତାକାଲି ଉଭୟ ଧୋନି ଓ ରୋହିତଙ୍କ ପାଖରେ ଏହି ରେକର୍ଡକୁ ଅତିକ୍ରମ କରିବାର ସୁଯୋଗ ରହିବ।

ଧୋନି ଓ ରୋହିତଙ୍କ ବ୍ୟତୀତ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୯୫, ସୌରଭ ଗାଙ୍ଗୁଲି ୧୮୯ ଓ ଯୁବରାଜ ସିଂହ ୧୫୩ଟି ଛକା ମାରିଛନ୍ତି।

ଦ୍ୱିତୀୟରେ ରୋହିତ ଆସନ୍ତାକାଲି ଶତକ ହାସଲ କଲେ ଆଉ ଏକ ରେକର୍ଡ ସୃଷ୍ଟି କରିବେ। କାରଣ ନ୍ୟୁଜିଲ୍ୟାଣ୍ଡ ମାଟିରେ ଆଜି ଯାଏ କୌଣସି ଭାରତୀୟ ଅଧିନାୟକ ଶତକ ହାସଲ କରିନାହାନ୍ତି। ମହେନ୍ଦ୍ର ସିଂହ ଧୋନି ଅଧିନାୟକ ଭାବେ ନ୍ୟୁଜିଲ୍ୟାଣ୍ଡ ମାଟିରେ ସର୍ବାଧିକ ୮୫ ରନ୍‌ ହାସଲ କରିଛନ୍ତି। ସେ ୨୦୧୫ରେ ଜିମ୍ବାୱେ ବିପକ୍ଷରେ ଏହି ରେକର୍ଡ କରିଥିଲେ। ଅକଲ୍ୟାଣ୍ଡରେ ଏହି ମ୍ୟାଚ୍‌ ହୋଇଥିଲା।

ରୋହିତ ଅଧିନାୟକ ଭାବେ ଆଜି ଯାଏ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଅଧିନାୟକ ଭାବେ ତାଙ୍କ ବ୍ୟାଟିଂ ହାର ହେଉଛି ୧୦୨.୮। ରୋହିତ ୮ଟି ଦିନିକିଆରେ ଭାରତର ନେତୃତ୍ୱ ନେଇଥିବା ବେଳେ ଏଥିରେ ୨ଟି ଅର୍ଦ୍ଧଶତ ଓ ୨ଟି ଶତକୀୟ ପାଳି ରହିଛି। ଏହି ଶତକୀୟ ପାଳିରେ ଏକ ଡବଲ ଟନ୍‌ ମଧ୍ୟ ରହିଛି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ମଧ୍ୟ ରୋହିତ ଭଲ ଫର୍ମରେ ରହିଛନ୍ତି। ସେ ୩ଟି ମ୍ୟାଚ୍‌ରେ ୧୬୦ ରନ୍‌ ହାସଲ କରିଛନ୍ତି। ସେହିପରି ସେ ଲଗାତର ୨ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story