ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଏହି ରେକର୍ଡ କଲେ ରୋହିତ୍

ବର୍ମିଂହାମ୍: ହିଟମ୍ୟାନ୍ ନାମରେ ପରିଚିତ ରୋହିତ୍ ଶର୍ମା ଚଳିତ ଆଇସିସି ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମୁକାବିଲାରେ ଚତୁର୍ଥ ଶତକ ମାରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ଶତକ ମାରିବାରେ କୁମାର ସାଙ୍ଗାକାରାଙ୍କ ରେକର୍ଡ ୪ ଶତକ ସହ ବରାବର କରିଛନ୍ତି। ତେବେ ବିଶ୍ୱକପରେ ୪ଟି ଶତକ ମାରିବାରେ ରୋହିତ୍ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ସାଙ୍ଗାକାରା ୨୦୧୫ ବିଶ୍ୱକପରେ ୪ ଶତକ ମାରି ରେକର୍ଡ କରିଥିଲେ। କେବଳ […]

record for rohit

record for rohit

Hemant Lenka
  • Published: Tuesday, 02 July 2019
  • Updated: 02 July 2019, 07:03 PM IST

Sports

Latest News

ବର୍ମିଂହାମ୍: ହିଟମ୍ୟାନ୍ ନାମରେ ପରିଚିତ ରୋହିତ୍ ଶର୍ମା ଚଳିତ ଆଇସିସି ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମୁକାବିଲାରେ ଚତୁର୍ଥ ଶତକ ମାରି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ଶତକ ମାରିବାରେ କୁମାର ସାଙ୍ଗାକାରାଙ୍କ ରେକର୍ଡ ୪ ଶତକ ସହ ବରାବର କରିଛନ୍ତି।

ତେବେ ବିଶ୍ୱକପରେ ୪ଟି ଶତକ ମାରିବାରେ ରୋହିତ୍ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ସାଙ୍ଗାକାରା ୨୦୧୫ ବିଶ୍ୱକପରେ ୪ ଶତକ ମାରି ରେକର୍ଡ କରିଥିଲେ। କେବଳ ଏତିକି ନୁହେଁ, ଓଭଲଅଲ୍ ବିଶ୍ୱକପରେ ରୋହିତଙ୍କ ଏହା ପଞ୍ଚମ ଶତକ ଥିଲା।

ଗୋଟିଏ ବିଶ୍ୱକପରେ ସର୍ବାଧିକ ଶତକ
ରୋହିତ୍ ଶର୍ମା- ୪ ଶତକ (୨୦୧୯)
କୁମାର ସାଙ୍ଗାକାରା-୪ ଶତକ (୨୦୧୫)
ମାର୍କ ୱ'- ୩ ଶତକ (୧୯୯୬)
ସୌରଭ ଗାଙ୍ଗୁଲି- ୩ ଶତକ (୨୦୦୩)
ମାଥ୍ୟୁ ହେଡେନ୍- ୩ ଶତକ (୨୦୦୭)

ଦିନିକିଆରେ ୨୬ତମ ଶତକୀୟ ଇନିଂସ୍ ଦ୍ୱାରା ଚଳିତ ବିଶ୍ୱକପରେ ଡେଭିଡ୍ ୱାର୍ଣ୍ଣରଙ୍କୁ ପଛରେ ପକାଇ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ତାଲିକାର ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ରୋହିତଙ୍କ ନାମରେ ଏବେ ୫୪୪ ରନ୍ ହୋଇଛି। ବାଂଲାଦେଶର ତାମିମ୍ ଇକବାଲ୍ ଇନିଂସ୍ ଆରମ୍ଭରୁ ରୋହିତଙ୍କ ଏକ ସହଜ କ୍ୟାଚ୍ ହାତଛଡ଼ା କରିଥିଲେ। ଯାହାର ଫାଇଦା ଉଠାଇ ରୋହିତ୍ ଲଗାତାର ଦ୍ୱିତୀୟ ଶତକ ମାରିଥିଲେ।

ରୋହିତ୍ ଚଳିତ ଟୁର୍ଣ୍ଣାମେଣ୍ଟରେ ମାତ୍ର ୭ ମ୍ୟାଚ୍ ଖେଳି ୪ ଶତକ ମାରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚରେ ହିଁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୧୨୨ ରନ୍ କରିଥିଲେ। ଏହା ପରେ ସେ ଦ୍ୱିତୀୟ ଶତକ ପାକିସ୍ତାନ ବିପକ୍ଷରେ ମ୍ୟାଞ୍ଚେଷ୍ଟରରେ ମାରିଥିଲେ। ଏହି ମ୍ୟାଚରେ ସେ ଅପରାଜିତ ୧୪୦ ରନର ଇନିଂସ୍ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ପୂର୍ବ ମ୍ୟାଚରେ ମଧ୍ୟ ସେ ୧୦୨ ରନର ଶତକୀୟ ଇନିଂସ୍ ଖେଳିଥିଲେ।

ଚଳିତ ବିଶ୍ୱକପରେ ୫୦୦ରୁ ଅଧିକ ରନ୍ କରିବାରେ ରୋହିତ୍ ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର ଓ ଆରୋନ୍ ଫିଞ୍ଚ୍ ଏହି ମାଇଲଖୁଣ୍ଟ ଅତିକ୍ରମ କରିସାରିଛନ୍ତି। ୱାର୍ଣ୍ଣର ୮ ମ୍ୟାଚରେ ୫୧୬ ଏବଂ ଫିଞ୍ଚ୍ ୮ ମ୍ୟାଚରେ ୫୦୪ ରନ୍ କରିଛନ୍ତି।

ଅନ୍ୟପକ୍ଷରେ କୌଣସି ବିଶ୍ୱକପରେ ୫୦୦ରୁ ଅଧିକ ରନ୍ କରିବାରେ ସେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ଗୋଟିଏ ବିଶ୍ୱକପରେ ୫୦୦ରୁ ଅଧିକ ରନର କାରନାମା ଦୁଇଥର କରିଛନ୍ତି। ସେ ୨୦୦୩ ବିଶ୍ୱକପରେ ୬୭୩ ରନ୍, ଯାହା ବିଶ୍ୱ ରେକର୍ଡ ଅଛି। ସଚିନ ଏହା ପୂର୍ବରୁ ୧୯୯୬ ବିଶ୍ୱକପରେ ୫୨୩ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story