ଇଣ୍ଡିଜ ବିପକ୍ଷରେ ରୋହିତ-ରାହୁଲ ଯୋଡ଼ିଙ୍କ ରେକର୍ଡ

ବିଶାଖାପଟନମ: ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ଓ ବ୍ୟାଟସମ୍ୟାନ କେଏଲ ରାହୁଲ ଆଜି ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ହାସଲ କରି ରେକର୍ଡ କରିଛନ୍ତି। ରୋହିତ ୧୫୯ ରନର ଇନିଂସ ଖେଳିଥିବା ବେଳେ ରାହୁଲ ୧୦୨ ରନ୍‌ର ଇନିଂସ୍‌ ଖେଳିଛନ୍ତି। ରୋହିତଙ୍କ ଏହା ଦିନିକିଆ କ୍ୟାରିୟରର ୨୮ତମ ଓ ଇଣ୍ଡିଜ ବିପକ୍ଷରେ ଦ୍ୱିତୀୟ ଶତକ। ସେହିପରି ରାହୁଲ ଘରୋଇ ପରିବେଶରେ ନିଜର ପ୍ରଥମ ଓ ଅନ୍ତର୍ଜାତୀୟ ଦିନିକିଆରେ ୩ୟ ଶତକ ହାସଲ କରିଛନ୍ତି। ତେବେ ରାହୁଲ […]

wea

wea

Hemant Lenka
  • Published: Wednesday, 18 December 2019
  • Updated: 18 December 2019, 06:03 PM IST

Sports

Latest News

ବିଶାଖାପଟନମ: ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ଓ ବ୍ୟାଟସମ୍ୟାନ କେଏଲ ରାହୁଲ ଆଜି ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ହାସଲ କରି ରେକର୍ଡ କରିଛନ୍ତି। ରୋହିତ ୧୫୯ ରନର ଇନିଂସ ଖେଳିଥିବା ବେଳେ ରାହୁଲ ୧୦୨ ରନ୍‌ର ଇନିଂସ୍‌ ଖେଳିଛନ୍ତି।

ରୋହିତଙ୍କ ଏହା ଦିନିକିଆ କ୍ୟାରିୟରର ୨୮ତମ ଓ ଇଣ୍ଡିଜ ବିପକ୍ଷରେ ଦ୍ୱିତୀୟ ଶତକ। ସେହିପରି ରାହୁଲ ଘରୋଇ ପରିବେଶରେ ନିଜର ପ୍ରଥମ ଓ ଅନ୍ତର୍ଜାତୀୟ ଦିନିକିଆରେ ୩ୟ ଶତକ ହାସଲ କରିଛନ୍ତି।

ତେବେ ରାହୁଲ ଓ ରୋହିତ ଯୋଡ଼ି ପ୍ରଥମ ୱିକେଟ ପାଇଁ ୨୨୭ ରନ୍‌ ଭାଗିଦାରୀ କରି ଭାରତ ପାଇଁ ରେକର୍ଡ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଭାରତୀୟ ଭାବେ ରାହୁଲ ଓ ରୋହିତ ଯୋଡ଼ି ୨୦୦ରୁ ଅଧିକ ରନ୍‌ର ଭାଗିଦାରୀ କରିବାର ରେକର୍ଡ ସୃଷ୍ଟି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story