ଗେଲଙ୍କୁ ପଛରେ ପକାଇଲେ ରୋହିତ

ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦମଦାର ଶତକ ହାସଲ କରିଥିବା ରୋହିତ ଶର୍ମା ଆଜି ଆଉ ଏକ ରେକର୍ଡ କରିଛନ୍ତି। ସେ ଆଜି ତାଙ୍କ ଦିନିକିଆ କ୍ୟାରିୟରର ୨୮ତମ ଶତକ ହାସଲ କରିବା ପରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଓପନର ଭାବେ ରୋହିତ ଏଯାଏ ୨୬ଟି ଶତକ ହାସଲ କରିଥିବା ବେଳେ ଗେଲ ୨୫ଟି ଶତକ ହାସଲ କରିଛନ୍ତି। ଏହି ତାଲିକାରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଏକ […]

wew

wew

Hemant Lenka
  • Published: Wednesday, 18 December 2019
  • Updated: 18 December 2019, 08:32 PM IST

Sports

Latest News

ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦମଦାର ଶତକ ହାସଲ କରିଥିବା ରୋହିତ ଶର୍ମା ଆଜି ଆଉ ଏକ ରେକର୍ଡ କରିଛନ୍ତି। ସେ ଆଜି ତାଙ୍କ ଦିନିକିଆ କ୍ୟାରିୟରର ୨୮ତମ ଶତକ ହାସଲ କରିବା ପରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲଙ୍କୁ ପଛରେ ପକାଇ ଦେଇଛନ୍ତି।

ଓପନର ଭାବେ ରୋହିତ ଏଯାଏ ୨୬ଟି ଶତକ ହାସଲ କରିଥିବା ବେଳେ ଗେଲ ୨୫ଟି ଶତକ ହାସଲ କରିଛନ୍ତି। ଏହି ତାଲିକାରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଏକ ନଂ ସ୍ଥାନରେ ରହିଛନ୍ତି। ସଚିନ ୩୪୪ଟି ମ୍ୟାଚ୍‌ରେ ଓପନର ଭାବେ ୪୫ଟି ଶତକ ହାସଲ କରିଥିବା ବେଳେ ଶ୍ରୀଲଙ୍କାର ସନଥ ଜୟସୂରିୟା ୨୮ଟି ଶତକ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୩ୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ହାସିମ ଅମଲା ରହିଛନ୍ତି।

ଏବେ ରୋହିତ ୪ର୍ଥ ଖେଳାଳି ଭାବେ ଏହି ତାଲିକାରେ ସାମିଲ ହୋଇଛନ୍ତି। ରୋହିତ ୩୪ତମ ଓଭରରେ ନିଜର ଶତକ ହାସଲ କରିଥିଲେ। ସେ ଆଜି ୧୫୯ ରନର ଇନିଂସ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story