ସେହି ବର୍ଷ ଆଜିର ଦିନ: ଟି-୨୦ରେ ଏହି ବିଶ୍ୱ ରେକର୍ଡ କରିଥିଲେ ରୋହିତ ଶର୍ମା

ଇନ୍ଦୋର: ୨୦୧୭ ମସିହା ଡିସେମ୍ବର ୨୨। ସ୍ଥାନ ଇନ୍ଦୋରର ହୋଲକାର ଷ୍ଟାଡିୟମ। ଭାରତୀୟ ଓପନର ରୋହିତ ଶର୍ମା ଓରଫ ହିଟମ୍ୟାନ୍‌ ଟି-୨୦ ମ୍ୟାଚ୍‌ ଖେଳିବାକୁ ଶ୍ରୀଲଙ୍କା ବିପକ୍ଷରେ ମଇଦାନକୁ ଓହ୍ଲାଇଥିଲେ। ଇନିଂସ୍‌ର ପ୍ରଥମ ବଲ୍‌ରୁ ହିଟ୍‌ମ୍ୟାନ ଦେଖାଇଥିଲେ ନିଜର ମ୍ୟାଜିକ। ଚକା ଓ ଚୌକା ବର୍ଷ କରି ସୃଷ୍ଟି କରିଥିଲେ ବିଶ୍ୱ ରେକର୍ଡ। ଏହି ଇନିଂସରେ ରୋହିତ ଯୁଗ୍ମ ଖେଳାଳି ଭାବେ ଟି-୨୦ରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ ଲେଖିଦେଇଥିଲେ। ଆରମ୍ଭରୁ ଜବରଦସ୍ତ […]

gh

gh

Hemant Lenka
  • Published: Tuesday, 22 December 2020
  • Updated: 22 December 2020, 02:43 PM IST

Sports

Latest News

ଇନ୍ଦୋର: ୨୦୧୭ ମସିହା ଡିସେମ୍ବର ୨୨। ସ୍ଥାନ ଇନ୍ଦୋରର ହୋଲକାର ଷ୍ଟାଡିୟମ। ଭାରତୀୟ ଓପନର ରୋହିତ ଶର୍ମା ଓରଫ ହିଟମ୍ୟାନ୍‌ ଟି-୨୦ ମ୍ୟାଚ୍‌ ଖେଳିବାକୁ ଶ୍ରୀଲଙ୍କା ବିପକ୍ଷରେ ମଇଦାନକୁ ଓହ୍ଲାଇଥିଲେ। ଇନିଂସ୍‌ର ପ୍ରଥମ ବଲ୍‌ରୁ ହିଟ୍‌ମ୍ୟାନ ଦେଖାଇଥିଲେ ନିଜର ମ୍ୟାଜିକ।

ଚକା ଓ ଚୌକା ବର୍ଷ କରି ସୃଷ୍ଟି କରିଥିଲେ ବିଶ୍ୱ ରେକର୍ଡ। ଏହି ଇନିଂସରେ ରୋହିତ ଯୁଗ୍ମ ଖେଳାଳି ଭାବେ ଟି-୨୦ରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ ଲେଖିଦେଇଥିଲେ।

ଆରମ୍ଭରୁ ଜବରଦସ୍ତ ବ୍ୟାଟିଂ କରୁଥିବା ହିଟମ୍ୟାନ୍‌ ମ୍ୟାଚ୍‌ର ୧୨ତମ ଓଭର୍‌ର ଦ୍ୱିତୀୟ ବଲରେ ଶ୍ରୀଲଙ୍କାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କୁ କଭର ଉପରେ ଚୌକା ମାରି ପ୍ରଥମ ଭାରତୀୟ ଭାବେ ଟି-୨୦ ଇତିହାସରେ ଦ୍ରୁତତମ ଶତକ ହାସଲ କରିଥିଲେ। ରୋହିତ ୩୫ଟି ବଲ୍‌ରେ ଟି-୨୦ରେ ଶତକ ହାସଲ କରିଛନ୍ତି। ରୋହିତଙ୍କ ସହ ଏହି ରେକର୍ଡ ତାଲିକାରେ ଦକ୍ଷିଣ ଆଫ୍ରିକାର ଡେଭିଡ୍‌ ମିଲର ଅଛନ୍ତି। ସେ ମଧ୍ୟ ସମାନ ୩୫ ବଲରେ ଟି-୨୦ରେ ଶତକ ହାସଲ କରିଥିଲେ।

ଏହି ମ୍ୟାଚ୍‌ରେ ରୋହିତ ୧୩ତମ ଓଭର୍‌ରେ ଆଉଟ ହୋଇଯାଇଥିଲେ। ହେଲେ ସେତେବେଳକୁ ୪୩ ବଲ୍‌ରେ ୧୧୮ ରନ୍‌ର ଇନିଂସ୍‌ ଖେଳି ସାରିଥିଲେ। ସେ ମୋଟ ୧୨ଟି ଛକା ଓ ୧୦ଟି ଚୌକା ମାରିଥିଲା। ତାଙ୍କ ଇନିଂସ ବଳରେ ଭାରତ ଏହି ମ୍ୟାଚରେ ୫ ୱିକେଟ ହରାଇ ୨୬୦ ରନ୍ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୧୭.୨ ଓଭର୍‌ରେ ୧୭୨ ରନ୍‌ କରି ଅଲଆଉଟ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story