ରୋହିତଙ୍କୁ ଟେଷ୍ଟ ଟିମ୍‌ରେ ସ୍ଥାନ ମିଳିବା ନେଇ କ’ଣ କହିଲେ ବାଙ୍ଗର

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ସୀମିତ ଓଭର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଓପନର ବ୍ୟାଟସ୍‌ମ୍ୟାନ୍‌ ଭାବେ ଚୟନ କରାଯାଇଛି। ଏହାପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ ସ୍କ୍ୱାଡ୍‌ରେ ରୋହିତ ସ୍ଥାନ ପାଇଥିଲେ ହେଁ ତାଙ୍କୁ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳି ନଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପାଇଁ ବିସିସିଆଇ ଓପନର କେଏଲ ରାହୁଲଙ୍କ ବାଦ୍‌ ଦେଇଛି। ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତ ହିଁ ମୟଙ୍କ […]

r

r

Hemant Lenka
  • Published: Saturday, 14 September 2019
  • Updated: 14 September 2019, 04:19 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ସୀମିତ ଓଭର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଓପନର ବ୍ୟାଟସ୍‌ମ୍ୟାନ୍‌ ଭାବେ ଚୟନ କରାଯାଇଛି। ଏହାପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ ସ୍କ୍ୱାଡ୍‌ରେ ରୋହିତ ସ୍ଥାନ ପାଇଥିଲେ ହେଁ ତାଙ୍କୁ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳି ନଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପାଇଁ ବିସିସିଆଇ ଓପନର କେଏଲ ରାହୁଲଙ୍କ ବାଦ୍‌ ଦେଇଛି।

ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତ ହିଁ ମୟଙ୍କ ଅଗ୍ରୱାଲଙ୍କ ସହ ଇନିଂସ୍‌ ଆରମ୍ଭ କରିବା ଏକ ପ୍ରକାରର ନିଶ୍ଚିତ। ଏକଥାକୁ ଟିମ୍‌ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର ମଧ୍ୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ରୋହିତ ଓପନ କଲେ ଟିମ୍‌ ଇଣ୍ଡିଆ ବେଶ ସଫଳତାର ସହ ବଡ଼ ବଡ଼ ଟାର୍ଗେଟକୁ ଚେଜ୍‌ କରିପାରିବ। ସେ ଯେଉଁ ଭଳି ବ୍ୟାଟିଂ କରନ୍ତି, ଏହା ଦଳକୁ ବେଶ ସହାୟତା ଦେବ। ପୂର୍ବରୁ ଆମେ କେପ୍‌ ଟାଉନ୍‌ ଓ ଏଜବାଷ୍ଟନରେ ସଫଳତାର ସହ ଟାର୍ଗେଟକୁ ଚେଜ୍‌ କରିପାରି ନଥିଲୁ। ହେଲେ ରୋହିତ ଯଦି ଓପନ କରିବେ, ତା’ହେଲେ ଆମେ ବଡ଼ ଟାର୍ଗେଟକୁ ମଧ୍ୟ ଚେଜ୍‌ କରିପାରିବୁ।”

ଏଯାଏ ୨୭ଟି ଟେଷ୍ଟ ଖେଳିଥିବା ରୋହିତ ୩୯.୬୨ ହାରରେ ୧୫୮୫ ରନ୍‌ କରିଛନ୍ତି। ଏଥିରେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ଏହାସତ୍ତ୍ୱେ ଟେଷ୍ଟ ଟିମ୍‌ରେ ରୋହିତଙ୍କୁ ନିୟମିତ ସୁଯୋଗ ମିଳୁନାହିଁ। ପୂର୍ବରୁ ଟେଷ୍ଟ ମ୍ୟାଚ୍‌ରେ ରୋହିତ ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌ ଭାବେ ଖେଳୁଥିଲେ।

ହେଲେ ୬ନଂ ସ୍ଥାନରେ ବ୍ୟାଟିଂ କରୁଥିବା ହନୁମା ବିହାରୀ କିଛି ଦର୍ଶନୀୟ ଇନିଂସ୍‌ ଖେଳି ଦଳରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି। ବାଙ୍ଗର କହିଛନ୍ତି, “ରୋହିତ ଯଦି ଦିନିକିଆ ଭଳି ନିଜର ନାଚୁରାଲ ଖେଳ ଖେଳିବେ ତା’ହେଲେ ଏହା ତାଙ୍କୁ ଏବଂ ଦଳକୁ ସହାୟକ ହେବ। ବର୍ତ୍ତମାନ ସ୍ଥିତିରେ ମଧ୍ୟକ୍ରମରେ ସ୍ଥାନ ନାହିଁ। ଏବେ ଓପନିଂ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଏବଂ ସୁଯୋଗ ଭାବେ ଉଭା ହୋଇଛି। ଏହାର ଫାଇଦା ରୋହିତକୁ ଉଠାଇବାକୁ ପଡ଼ିବ।”

ବାଙ୍ଗର ୫ ବର୍ଷ ପାଇଁ ଟିମ୍‌ ଇଣ୍ଡିଆର ବ୍ୟାଟିଂ କୋଚ ଭାବେ କାର୍ଯ୍ୟ କରିଥିଲେ। ଏବେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ତାଙ୍କ ସ୍ଥାନରେ ବିସିସିଆଇ ବିକ୍ରମ ରାଠୋରଙ୍କୁ ବ୍ୟାଟିଂ କୋଚ ଭାବେ ନିଯୁକ୍ତି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story