ମେସି ଓ ନେମାରଙ୍କୁ ପଛରେ ପକାଇ ଶ୍ରେଷ୍ଠ ଫୁଟବଲ ଖେଳାଳି ସମ୍ମାନ ହାତେଇଲେ ଏହି ପର୍ତ୍ତୁଗାଲ ତାରକା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଫିଫା ଦ୍ୱାରା ଶ୍ରେଷ୍ଠ ଫୁଟବଲ ଖେଳାଳିର ସମ୍ମାନ ହାସଲ କରିଛନ୍ତି ଖ୍ରୀଷ୍ଟିଆନ ରୋନାଲ୍ଡୋ। ମେସି ଓ ନେମାରଙ୍କୁ ପଛରେ ପକାଇ ଦ୍ୱିତୀୟ ଥର ପାଇଁ ପର୍ତ୍ତୁଗାଲ ଫୁଟବଲର ରୋନଲ୍ଡୋ ଏହି ଗୌରବ ହାସଲ କରିଛନ୍ତି। ୪୩ ପ୍ରତିଶତ ଭୋଟ ସହ ରୋନାଲ୍ଡୋ ଏହି ସମ୍ମାନ ହାତେଇଛନ୍ତି। ଆର୍ଜେଣ୍ଟିନା ତାରକା ମେସୀଙ୍କୁ ୧୯ ପ୍ରତିଶତ ଭୋଟ ମିଳିଥିବାବେଳେ ବ୍ରାଜିଲିଆନ ଷ୍ଟାର ନେମାରଙ୍କୁ ମିଳିଛି  ୭ ପ୍ରତିଶତ ଭୋଟ୍। ଏହାକୁ ମିଶାଇ ମୋଟ ୫ ଥର […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 05:26 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଫିଫା ଦ୍ୱାରା ଶ୍ରେଷ୍ଠ ଫୁଟବଲ ଖେଳାଳିର ସମ୍ମାନ ହାସଲ କରିଛନ୍ତି ଖ୍ରୀଷ୍ଟିଆନ ରୋନାଲ୍ଡୋ। ମେସି ଓ ନେମାରଙ୍କୁ ପଛରେ ପକାଇ ଦ୍ୱିତୀୟ ଥର ପାଇଁ ପର୍ତ୍ତୁଗାଲ ଫୁଟବଲର ରୋନଲ୍ଡୋ ଏହି ଗୌରବ ହାସଲ କରିଛନ୍ତି। ୪୩ ପ୍ରତିଶତ ଭୋଟ ସହ ରୋନାଲ୍ଡୋ ଏହି ସମ୍ମାନ ହାତେଇଛନ୍ତି। ଆର୍ଜେଣ୍ଟିନା ତାରକା ମେସୀଙ୍କୁ ୧୯ ପ୍ରତିଶତ ଭୋଟ ମିଳିଥିବାବେଳେ ବ୍ରାଜିଲିଆନ ଷ୍ଟାର ନେମାରଙ୍କୁ ମିଳିଛି  ୭ ପ୍ରତିଶତ ଭୋଟ୍। ଏହାକୁ ମିଶାଇ ମୋଟ ୫ ଥର ରୋନାଲ୍ଡୋ ଫିଫା ଶ୍ରେଷ୍ଠ ଖେଳାଳି ହେବା ସହ ମେସିଙ୍କ ସମକକ୍ଷ ହୋଇଛନ୍ତି। ସ୍ପାନିଶ ଲିଗ ଏବଂ ସ୍ପାନିଶ ସୁପର କପରେ ରୋନାଲଡୋଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ସେହିପରି ଚାମ୍ପିୟାନ ଲିଗ ଫାଇନାଲରେ ରୋନାଲ୍ଡୋଙ୍କ ଡବଲ ଗୋଲ ବଳରେ ରିଅଲ ମାଦ୍ରିଦ ପ୍ରତଯୋଗିତାରେ ଚାମ୍ପିୟାନ ହୋଇପାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story